ନୂଆଦିଲ୍ଲୀ: କୋରୋନା କାଳରେ କେନ୍ଦ୍ର ସରକାରଙ୍କ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା । ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଯୋଜନା ଅଧିନରେ ଆସନ୍ତା ମେ ଓ ଜୁନ ମାସରେ ଲୋକଙ୍କୁ 5 କେଜି ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯିବ। ପ୍ରାୟ 80 କୋଟି ହିତାଧିକାରୀ ଏଥିରେ ଉପକୃତ ହେବେ । ଏହି ପ୍ୟାକେଜ ପାଇଁ 26 ହଜାର କୋଟିରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟ କରାଯିବ ।
କେନ୍ଦ୍ରର ସ୍ବତନ୍ତ୍ର ପ୍ୟାକେଜ, 80 କୋଟି ହିତାଧିକାରୀଙ୍କୁ ମିଳିବ 5 କେଜି ଖାଦ୍ୟସାମଗ୍ରୀ
ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଯୋଜନା ଅଧିନରେ ଆସନ୍ତା ମେ ଓ ଜୁନ ମାସରେ 80 କୋଟି ଲୋକଙ୍କୁ ମିଳିବ 5 କେଜି ଖାଦ୍ୟ ସାମଗ୍ରୀ । ଅଧିକ ପଢନ୍ତୁ...
କେନ୍ଦ୍ରର ସ୍ବତନ୍ତ୍ର ପ୍ୟାକେଜ, 80 କୋଟି ହିତାଧିକାରୀଙ୍କୁ ମିଳିବ 5 କେଜି ଖାଦ୍ୟସାମଗ୍ରୀ
କୋରୋନା ଯୋଗୁଁ ପୁଣି ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହେବାକୁ ବସିଥିବାବେଳେ ଭାରତ ସରକାର ଏହି ପ୍ୟାକେଜ ଘୋଷଣା କରିଛନ୍ତି ।
@ANI