ଓଡିଶା

odisha

ETV Bharat / bharat

Government Jobs Update; ନୌସେନାରେ ନିଯୁକ୍ତି ସୁଯୋଗ, ଏମିତି କରନ୍ତୁ ଆବେଦନ

କୋରୋନା କାଳରେ ସରକାରୀ ଚାକିର ଖୋଜୁଥିବା ଯୁବକ ଯୁବତୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ନୌସେନା ଆଣିଛି ନିଯୁକ୍ତି ସୁଯୋଗ । ଅଧିକ ପଢନ୍ତୁ...

By

Published : Jun 22, 2021, 1:06 PM IST

ନୌସେନାରେ ନିଯୁକ୍ତି ସୁଯୋଗ
ନୌସେନାରେ ନିଯୁକ୍ତି ସୁଯୋଗ

ନୂଆଦିଲ୍ଲୀ: ସରକାରୀ ଚାକିର ଖୋଜୁଥିବା ଯୁବକ ଯୁବତୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଭାରତୀୟ ନୌସେନା ଏବଂ କର୍ମଚାରୀ ଚୟନ ଆୟୋଗରେ କେତେକ ପଦ ପାଇଁ ନିଯୁକ୍ତି ବାହାରିଛି ।

ଭାରତୀୟ ନୌସନାରେ ଚାକିରୀ ପାଇଁ ସୁଯୋଗ...

ଭାରତୀୟ ନୌସେନା NCCରେ ଭର୍ତ୍ତି ପାଇଁ ପୁରୁଷ ଓ ମହିଳାଙ୍କ ପାଇଁ ପଦ ଖାଲି ରଖିଛନ୍ତି । ଇଛୁକ ଆବେଦନକାରୀ ଅନଲାଇନରେ ଆବେଦନ କରିପାରିବେ ।

ପଦ ପାଇଁ ଯୋଗ୍ୟତା:

ବୟସସୀମା-19 ରୁ 25ବର୍ଷ

ଶିକ୍ଷାଗତ ଯୋଗ୍ୟତା- ସର୍ବନିମ୍ନ 50% ମାର୍କରେ ସ୍ନାତ୍ତକ, NCC କିମ୍ବା OBC ପ୍ରମାଣପତ୍ର

ପଦରେ ଜଡିତ ଗୁରୁତ୍ବପୂର୍ଣ୍ଣ ସୂଚନା:

ଆବେଦନ ଆରମ୍ଭ ଦିନ-16.06.2021

ଅନଲାଇନ ଆବେଦନର ଶେଷ ଦିନ- 15.7.2021

ଆବେଦନ ଶୁଳ୍କ- ସମସ୍ତ ଆବେଦନକାରୀଙ୍କ ପାଇଁ ଆବେଦନ ନିଶୁଳ୍କ

ABOUT THE AUTHOR

...view details