ଚେନ୍ନାଇ: ତାମିଲନାଡୁର କୁଡାଲୋରଠାରେ ଥିବା ଏକ ରାସାୟନିକ କାରଖାନାରେ ଗରମ ହେଉଥିବା ପାତ୍ର ବା ବଏଲର ଫାଟି 4 ଜଣଙ୍କର ମୃତ୍ୟୁ ଘଟିଛି । ସେପଟେ ଘଟଣା ସମ୍ପର୍କରେ ଖବର ପାଇ ତାମିଲନାଡୁ ଅଗ୍ନିଶମ ବାହିନୀ ପହଞ୍ଚି ଲୋକଙ୍କ ଉଦ୍ଧାର କରିଛି ।
ତାମିଲନାଡୁ ରାସାୟନିକ କାରଖାନାରେ ବିସ୍ଫୋରଣ, 4 ମୃତ - ରାସାୟନିକ କାରଖାନାରେ ବିସ୍ଫୋରଣ
ତାମିଲନାଡୁ ରାସାୟନିକ କାରଖାନାରେ ବିସ୍ଫୋରଣ ଘଟି 4 ଜଣଙ୍କର ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ...
ତାମିଲନାଡୁ ରାସାୟନିକ କାରଖାନାରେ ବିସ୍ଫୋରଣ, 4 ମୃତ
ଏହି ବିସ୍ଫୋରଣରେ 12 ଜଣରୁ ଅଧିକ ଲୋକ ଆହତ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ସେପଟେ ଉଦ୍ଧାର କାର୍ଯ୍ୟ ବର୍ତ୍ତମାନ ଜାରି ରହିଥିବା ବେଳେ ଆହତଙ୍କୁ ନିକଟସ୍ଥ କୁଡାଲୋର ସରକାରୀ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଏ ସମ୍ପର୍କରେ ଅଧିକ ସୂଚନା ମିଳିପାରିନାହିଁ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ