ଗାନ୍ଧୀନଗର: ଗତ 15 ଦିନ ମଧ୍ୟରେ ଗୁଜୁରାଟର ସୌରାଷ୍ଟ୍ର ଅଞ୍ଚଳରେ ଅବସ୍ଥିତ ଗିର ଜଙ୍ଗଳରେ ବାସ କରୁଥିବା ପାଞ୍ଚଟି ଏସିଆଟିକ୍ ସିଂହଙ୍କର ମୃତ୍ୟୁ ଘଟିଛି । ଏତେ ସଂଖ୍ୟାରେ ସିଂହ ମୃତ୍ୟୁର ପ୍ରକୃତ କାରଣ ଜଣାପଡିନଥିବା ବେଳେ କେବଳ ସେମାନଙ୍କର ନମୁନା ସଂଗ୍ରହ ସହ ଲ୍ୟାବ ପରୀକ୍ଷଣ ପାଇଁ ପଠାଯାଇଛି ।
ସନ୍ଦେହ ଘେରରେ 15 ସିଂହଙ୍କ ମୃତ୍ୟୁ, ବାବେସିଓସିସରେ ସଂକ୍ରମିତ ନେଇ ସନ୍ଦେହ !
ଗତ 15 ଦିନ ମଧ୍ୟରେ ଗୁଜୁରାଟର ସୌରାଷ୍ଟ୍ର ଅଞ୍ଚଳରେ 5 ସିଂହଙ୍କ ମୃତ୍ୟୁ ଘଟିଛି । ବାବେସିଓସିସରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ନେଇ ଜଙ୍ଗଲ ଅଧିକାରୀଙ୍କ ସୂଚନା । ନମୁନା ଟେଷ୍ଟ ହୋଇ ରିପୋର୍ଟ ଆସିବା ପରେ ପ୍ରକୃତ ମୃତ୍ୟୁର ରହସ୍ୟ ଜଣାପଡିବ । ଅଧିକ ପଢନ୍ତୁ...
ସନ୍ଦେହ ଘେରରେ 15 ସିଂହଙ୍କ ମୃତ୍ୟୁ, ବାବେସିଓସିସରେ ସଂକ୍ରମିତ ହୋଇଥିବା ନେଇ ସନ୍ଦେହ !
ନମୁନା ଟେଷ୍ଟ ହୋଇ ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା କଣ ଜଣା ପଡିବ । ଏନେଇ ଜଙ୍ଗଲ ଅଧିକାରୀମାନେ ସନ୍ଦେହ କରୁଛନ୍ତି ଯେ ପୂର୍ବ, ପଶ୍ଚିମ ଏବଂ ବ୍ରୁହାଡଗିର ରେଞ୍ଜରର ବିଲୁପ୍ତପ୍ରାୟ ବାବେସିଓସିସ୍ ନାମକ ରୋଗରେ ଆକ୍ରାନ୍ତ ହୋଇ ଏହା ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ