ଓଡିଶା

odisha

ETV Bharat / bharat

ଜୋତା କାରଖାନାରେ ଅଗ୍ନିକାଣ୍ତ, କାରଣ ଅସ୍ପଷ୍ଟ

କୋଲକାତାର ତୋପସିଆରେ ଥିବା ଜୋତା କାରଖାନାରେ ଅଗ୍ନିକାଣ୍ତ । ନିଆଁ ଲାଗିବାର କାରଣ ଅସ୍ପଷ୍ଟ । ଅଧିକ ପଢନ୍ତୁ...

Fire breaks out at shoe factory in Kolkata
ଜୋତା କାରଖାନାରେ ଅଗ୍ନିକାଣ୍ତ, କାରଣ ଅସ୍ପଷ୍ଟ

By

Published : Apr 3, 2021, 10:57 AM IST

କୋଲକାତା:ପଶ୍ଚିମବଙ୍ଗତୋପସିଆ ଅଞ୍ଚଳରେ ଥିବା ଏକ ଜୋତା କାରଖାନାରେ ଭୟାବହ ଅଗ୍ନିକାଣ୍ତ । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି ।ଏହି ଅଗ୍ନିକାଣ୍ତର କୈଣସି କ୍ଷୟକ୍ଷତି ନେଇ ସୂଚନା ମିଳିନାହିଁ । ନିଆଁ ଲିଭା କାର୍ଯ୍ୟରେ 8ଟି ଦମକଳ ଗାଡି ନିୟୋଜିତ ଥିଲା ।

ଜୋତା କାରଖାନାରେ ଅଗ୍ନିକାଣ୍ତ, କାରଣ ଅସ୍ପଷ୍ଟ

ସୂଚନା ଅନୁସାରେ, ପଶ୍ଚିମବଙ୍ଗର ତୋପସିଆ ଅଞ୍ଚଳରେ ଥିବା ଜୋତା କାରଖାନାରେ ଆଜି ସକାଳ ସମୟରେ କୈଣସି କାରଣରୁ ନିଆଁ ଲାଗି ଯାଇଥିଲା । ଏନେଇ କାରଖାନାରେ କର୍ମଚାରୀ ଅଗ୍ନିଶମ ବାହିନୀକୁ ଖବର ଦେଇଖଥିଲେ । ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାପଡିଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details