ଓଡିଶା

odisha

ETV Bharat / bharat

TOP NEWS AT 3PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଆଜିର ଟପ ଖବର

ନଜର ପକାନ୍ତୁ 3PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS AT 3PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS AT 3PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : Aug 17, 2022, 3:08 PM IST

୧. ମୁଣ୍ଡଳିରେ କମିଛି ଜଳସ୍ତର, ଏବେ ବି ବିପଦ ସଙ୍କେତ ଉପରେ ମହାନଦୀ

ମୁଣ୍ଡଳିରେ କମୁଛି ଜଳସ୍ତର । ତଥାପି ଏବେ ଯାଏଁ ବିପଦ ସଙ୍କେତ ଉପରେ ରହିଛି ମହାନଦୀ ।

୨. ବନ୍ୟାଞ୍ଚଳରେ ଆଠମଲ୍ଲିକ ବିଧାୟକ, ବିପନ୍ନଙ୍କୁ ବାଣ୍ଟିଲେ ଶୁଖିଲା ଖାଦ୍ୟ

ଅନୁଗୋଳରେ ମଧ୍ୟ ଲଗାଣ ବର୍ଷା ଯୋଗୁଁ ସ୍ଥିତି ବିଗିଡିଛି । ଆଜି ବନ୍ୟାଞ୍ଚଳ ଗସ୍ତ କରିଛନ୍ତି ଆଠମଲ୍ଲିକ ବିଧାୟକ ରମେଶ ସାଏ ।

୩. ରାଜୁଆ ନଦୀରେ 300 ଫୁଟର ଘାଇ, ଆତଙ୍କିତ ଲୋକେ

ଜଟଣୀ ବ୍ଲକ ତିରିମଲ ହଲଦିଆପଡା ମଧ୍ୟରେ 300 ଫୁଟର ଘାଇ ହୋଇଛି । ଘାଇ ଦେଇ ପ୍ରବଳ ବେଗରେ ବନ୍ୟା ଜଳ ପ୍ରବାହିତ ହେଉଛି ।

୪. ବସ୍ତି ଛାଡି AC ଘରକୁ ଯିବାକୁ ଅମଙ୍ଗ ଲୋକେ, ଚିନ୍ତାରେ CMC

କଟକ ସହରର ତଳିଆ ଅଞ୍ଚଳରେ ବନ୍ୟାଜଳ ପଶିଛି । କିନ୍ତୁ ବସ୍ତି ବାସିନ୍ଦା ବସ୍ତି ଛାଡି ଆଶ୍ରୟସ୍ଥଳୀ ଆସିବାକୁ ରାଜି ହେଉନଥିବା କହିଛନ୍ତି ସିଏମସି ମେୟର ।

୫. ୯ ଘଣ୍ଟାର ଅପରେସନ ପରେ ଉଦ୍ଧାର ହେଲେ ଛାତ୍ରଛାତ୍ରୀ

ଉଦ୍ଧାର ହେଲେ ପାଣି ଘେରରେ ଫସିଥିବା ଗତିରାଉତପାଟଣା ଆବାସିକ ସ୍କୁଲର ଛାତ୍ରଛାତ୍ରୀ

୬. ଫସିଲେ ଜ୍ୟାକଲିନ, ଠକେଇ ମାମଲାରେ ଚାର୍ଜସିଟ୍‌ ଦାଖଲ କଲା ED

ପୁଣି ବଢିଲା ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଅଡୁଆ । 200 କୋଟି ଟଙ୍କା ବଟି ଆଦାୟ ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ବଲିଉଡ୍‌ ଅଭିନେତ୍ରୀ ଜାକ୍‌ଲିନ୍‌ ଫର୍ଣ୍ଣାଡିଜ୍‌ଙ୍କୁ ଅଭିଯୁକ୍ତ ଦର୍ଶାଇଛି

୭. ସ୍ବାମୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ କାଜଲ, ସେୟାର କଲେ ପ୍ରଥମ ଫ୍ୟାମିଲି ଫଟୋ

ଆଜି କାଜଲ ଅଗ୍ରୱାଲଙ୍କ ସ୍ୱାମୀ ଗୌତମଙ୍କ ଜନ୍ମଦିନ। ଏହି ଅବସରରେ କାଜଲ ଅଗ୍ରୱାଲ ଇନଷ୍ଟାଗ୍ରାମରେ ଗୌତମ କିଚଲୁ ଏବଂ ପୁଅ ନୀଲଙ୍କ ଫଟୋ ସେୟାର କରିଛନ୍ତି

୮. ମୋତେ ଲୋଡା ନାହିଁ ପୁରୁଷ, ଏମିତି କହି ନିଜକୁ ନିଜେ ବାହା ହେଲେ ଏହି ଅଭିନେତ୍ରୀ

ଅଭିନେତ୍ରୀ କନିଷ୍କା ସୋନି ନିଜକୁ ନିଜେ ବିବାହ (Kanishka Soni Marries Herself) କରିଛନ୍ତି । କନିଷ୍କା ସୋନି ତାଙ୍କର କିଛି ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି

୯. ଦିବ୍ୟାଙ୍ଗ କ୍ରିକେଟର ରାଜା ବାବୁ, ହେଲିକପ୍ଟର ସଟ ମାରି ବନିଛନ୍ତି ଗାଜିଆବାଦର MSD

ଗାଜିଆବାଦରେ ମଧ୍ୟ ଜଣେ ମହେନ୍ଦ୍ର ସିଂହ ଧୋନୀ ଅଛନ୍ତି । ଦିବ୍ୟାଙ୍ଗ ରାଜା ବାବୁ ଯାହାଙ୍କୁ ଏହି ନାମରେ ଡାକନ୍ତି ଲୋକେ । କାରଣ ସେହି ହେଲିକପ୍ଟର ସଟ । ରାଜା ବାବୁ ହ୍ବିଇଲ ଚେୟାରରେ ବସି ହେଲିକପ୍ଟର ସଟ ମାରିବାରେ ମାହିର ।

୧୦. ମହିଳା କ୍ରିକେଟ FTP ଘୋଷିତ, ଭାରତ ଖେଳିବ 62 ମ୍ୟାଚ

ଆଇସିସି ପକ୍ଷରୁ 2022ରୁ 2025 ସିଜିନ ପାଇଁ ଏଫଟିପି ଘୋଷଣା କରାଯାଇଛି

ABOUT THE AUTHOR

...view details