1.ପୋଲାଣ୍ଡରେ ଋଷର ମିସାଇଲ ଆଟାକ, 2 ସାଧାରଣ ନାଗରିକ ମୃତ
ପୋଲାଣ୍ଡରେ ଋଷର ମିସାଇଲ ଆଟାକ । ପୋଲାଣ୍ଡରେ ମିସାଇଲ ମାଡରେ 2 ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଛି ।
2.ପୋଲାଣ୍ଡ ଉପରେ ଋଷର ମିସାଇଲ ଆଟାକ, ବାଲିରେ ଜରୁରୀ ବୈଠକ ଡାକିଲେ ବାଇଡେନ
3.ସୁରଭି ୨୦୨୨ ଦ୍ବିତୀୟ ଦିନ: ଆକର୍ଷଣ ସାଜିଲା ଛାୟା ବିଧାନସଭା
ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୨ । କାର୍ଯ୍ୟକ୍ରମର ଦ୍ବିତୀୟ ଦିନରେ ଆକର୍ଷଣ ସାଜିଲା ଛାୟା ବିଧାନସଭା ।
4.Railway Catering services: ଏଣିକି ଟ୍ରେନରେ ମିଳିବ ମନପସନ୍ଦର ଖାଦ୍ୟ
5.SBI ଗ୍ରାହକଙ୍କୁ ଝଟକା: ସୁଧହାର ବଢାଇଲା ବ୍ୟାଙ୍କ, ଦେବାକୁ ପଡିବ ଅଧିକ EMI
ଗ୍ରାହକଙ୍କୁ ବଡ ଝଟକା ଦେଲା ଭାରତୀୟ ଷ୍ଟେଟ ବ୍ୟାଙ୍କ । ପୁଣିଥରେ ସୁଧହାର ବଢାଇଲା ଏସବିଆଇ ।