ଓଡିଶା

odisha

By

Published : Oct 14, 2022, 7:00 AM IST

Updated : Oct 14, 2022, 7:33 AM IST

ETV Bharat / bharat

ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର

ଦେଶ ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକ ରେ ETV Bharat ଦେବ ପ୍ରମୁଖ ଖବର

today top news
ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର

  • ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର
  • ଆଜି କେନ୍ଦ୍ର ସମବାୟ ନିବନିଯୁକ୍ତ ବ୍ୟାଙ୍କିଙ୍ଗ୍ ସହାୟକଙ୍କ ଦିଗଦର୍ଶନ କାର୍ଯ୍ୟକ୍ରମ ।
  • ଆଜି ଆଇଆଇଟି ଗୌହାଟୀର ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବେ ରାଷ୍ଟ୍ରପତି ।
  • ଆଜି ଓଡିଶା ଆସିବେ ମଲ୍ଲିକାର୍ଜୁନ ଖଡଗେ ।
  • ଆଜି ଧାମନଗର ଉପନିର୍ବାଚନ ନାମାଙ୍କନ ଶେଷ ତାରିଖ ।
  • ଆଜିଠୁ କେନ୍ଦ୍ର ଆଇନ ମନ୍ତ୍ରୀ ସମ୍ମିଳନୀ ।
  • ଆଜିଠୁ ବେଙ୍ଗାଲୁରୁରେ ଓଡିଶା ଉତ୍ସବ ।
  • ଆଜିଠୁ +3 ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ।
  • FIFA U-17 Womens WC, ଆଜି ଭାରତ-ମରକ୍କୋ ମୁକାବିଲା ।
  • ଆଜି ବିଶ୍ବ ଅଣ୍ଡା ଦିବସ ।
  • ଆଜି ରିଲିଜି ହେବ ଓଡିଆ ଚଳଚ୍ଚିତ୍ର 'କୃଷ୍ଣା' ଓ 'ଓୟେ ଅଞ୍ଜଳି' ।
Last Updated : Oct 14, 2022, 7:33 AM IST

ABOUT THE AUTHOR

...view details