ଓଡିଶା

odisha

ପତଞ୍ଜଳି ହେବ FMCGର ଏକ ନମ୍ବର ବ୍ରାଣ୍ଡ: ବାବା ରାମଦେବ

By

Published : Jul 18, 2021, 9:13 PM IST

Updated : Jul 20, 2021, 5:12 PM IST

ହାଇଦ୍ରାବାଦ: ଯୋଗଗୁରୁ ବାବା ରାମଦେବ ତାଙ୍କର ଯୋଗ କାର୍ଯ୍ୟକଳାପ ସହିତ ଅର୍ଥନୈତିକ ପ୍ରକ୍ରିୟା ପାଇଁ ଚର୍ଚ୍ଚାରେ ରହିଛନ୍ତି । ପତଞ୍ଜଳିଙ୍କୁ FMCG (Fast-Moving Consumer Goods) ରେ ଦେଶର ଦୁଇ ନମ୍ବର ବ୍ରାଣ୍ଡ କରିବା ପରେ ଏବେ ତାଙ୍କ ଆଖି ଏକ ନମ୍ବର ସ୍ଥାନରେ ରହିଛି । ତାଙ୍କ ବିବୃତ୍ତିରେ ସେ 2025 ମସିହାରେ ଏକ ନମ୍ବର ହେବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି । ତେବେ ଦେଖନ୍ତୁ ଟେଲିଫୋନ ଯୋଗେ ଯୋଗଗୁରୁ ବାବା ରାମଦେବଙ୍କ ସହ ଦିଲ୍ଲୀ ବ୍ୟୁରୋ ଚିଫ୍ ବିଶାଲ ସୂର୍ଯ୍ୟକାନ୍ତଙ୍କ ସ୍ବତନ୍ତ୍ର ସାକ୍ଷାତକାର...

ଦେଖନ୍ତୁ ଯୋଗଗୁରୁ ବାବା ରାମଦେବଙ୍କ ସହ ଇଟିଭି ଭାରତର ସାକ୍ଷାତକାର
ଦେଖନ୍ତୁ ଯୋଗଗୁରୁ ବାବା ରାମଦେବଙ୍କ ସହ ଇଟିଭି ଭାରତର ସାକ୍ଷାତକାର

ହାଇଦ୍ରାବାଦ: ଯୋଗଗୁରୁ ବାବା ରାମଦେବ ତାଙ୍କର ଯୋଗ କାର୍ଯ୍ୟକଳାପ ସହିତ ଅର୍ଥନୈତିକ ପ୍ରକ୍ରିୟା ପାଇଁ ଚର୍ଚ୍ଚାରେ ରହିଛନ୍ତି । ପତଞ୍ଜଳିଙ୍କୁ FMCG (Fast-Moving Consumer Goods) ରେ ଦେଶର ଦୁଇ ନମ୍ବର ବ୍ରାଣ୍ଡ କରିବା ପରେ ଏବେ ତାଙ୍କ ଆଖି ଏକ ନମ୍ବର ସ୍ଥାନରେ ରହିଛି । ତାଙ୍କ ବିବୃତ୍ତିରେ ସେ 2025 ମସିହାରେ ଏକ ନମ୍ବର ହେବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି । ବୁଡ଼ି ଯାଉଥିବା କମ୍ପାନୀ ରୁଚି ସୋୟାକୁ କିଣି ଏହାକୁ ଦ୍ରୁତଗତିରେ ବୃଦ୍ଧି ପାଉଥିବା କମ୍ପାନୀରେ ପରିଣତ କରିବାର ଉଦ୍ୟମ ପାଇଁ ସେ ଏବେ ଚର୍ଚ୍ଚାରେ ରହିଛନ୍ତି । ବାବା ରାମଦେବ ଖୁବଶୀଘ୍ର ରୁଚି ସୋୟାର IPO(ଏକ ନୂତନ ଷ୍ଟକ ବୀମା ମାଧ୍ୟମରେ ଜନସାଧାରଣଙ୍କୁ ସେୟାର୍ସ ପ୍ରଦାନ କରିବାର ପ୍ରକ୍ରିୟା) ଆଣିବାକୁ ଯାଉଛନ୍ତି ।

ଦେଖନ୍ତୁ ଯୋଗଗୁରୁ ବାବା ରାମଦେବଙ୍କ ସହ ଇଟିଭି ଭାରତର ସାକ୍ଷାତକାର

ତାଙ୍କର ମାର୍କେଟିଂ କୌଶଳ, ଯୋଗ, ଆଧ୍ୟାତ୍ମିକତା ଠାରୁ ଶିଳ୍ପ ପର୍ଯ୍ୟନ୍ତ ଯାତ୍ରା ଏବଂ ଦେଶର ପରିସ୍ଥିତି ସମ୍ପର୍କରେ ସେ ଇଟିଭି ଭାରତ ସହ ସାକ୍ଷାତକାରରେ ଆଲୋଚନା କରିଛନ୍ତି । ତେବେ ଦେଖନ୍ତୁ ଟେଲିଫୋନ ଯୋଗେ ଯୋଗଗୁରୁ ବାବା ରାମଦେବଙ୍କ ସହ ଦିଲ୍ଲୀ ବ୍ୟୁରୋ ଚିଫ୍ ବିଶାଲ ସୂର୍ଯ୍ୟକାନ୍ତଙ୍କ ସ୍ବତନ୍ତ୍ର ସାକ୍ଷାତକାର...

Last Updated : Jul 20, 2021, 5:12 PM IST

ABOUT THE AUTHOR

...view details