ଇଟାନଗର: ଭୂକମ୍ପରେ ଥରିଲା ଅରୁଣାଚଳ ପ୍ରଦେଶର ଇଟାନଗର । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା 3.0 ରେକର୍ଡ ହୋଇଛି । ସୋମବାର ସକାଳ 6ଟା 9 ମିନିଟ ସମୟରେ ଏହି ଭୂମିକମ୍ପ ହୋଇଛି । ଏନେଇ ନ୍ୟାସନାଲ ସେସମୋଲୋଜିକାଲ ସେଣ୍ଟର ପକ୍ଷରୁ ସୂଚନା ମିଳିଛି ।
ଭୂକମ୍ପରେ ଥରିଲା ଅରୁଣାଚଳ ପ୍ରଦେଶ - ଭୂକମ୍ପ
ଭୂକମ୍ପରେ ଥରିଲା ଅରୁଣାଚଳ ପ୍ରଦେଶର ଇଟାନଗର । ଇଟାନଗରର ଡବ୍ଲୁଏସଡବ୍ଲୁରେ 3.0 ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ଅନୁଭୂତ । ଅଧିକ ପଢନ୍ତୁ...
ଭୂକମ୍ପରେ ଥରିଲା ଅରୁଣାଚଳ ପ୍ରଦେଶର ଇଟାନଗର
ଭୂମିକମ୍ପର ସାନ୍ଦ୍ରତା କେତେ ରହିଥିଲା ସେନେଇ ସୂଚନା ମିଳିନାହିଁ । ତେବେ, ଏହି ଭୂମିକମ୍ପରେ କେହି ମୃତାହତ ହୋଇ ନଥିବା ବେଳେ କ୍ଷୟକ୍ଷତି ନେଇ ସୂଚନା ମିଳିନାହିଁ ।
@ANI