ଶ୍ରୀନଗର:ଜମ୍ମୁ କାଶ୍ମୀରରେ ଭୂକମ୍ପ ଝଟକା । ଆଜି ସକାଳ ସମୟରେ ଏହି ଭୂକମ୍ପ ଝଟକା ଅନୂଭୁତ ହୋଇଛି । ଏହାର ତୀବ୍ରତା ୪.୩ ଥିବା ରେକର୍ଡ କରାଯାଇଛି । ଏନେଇ ନ୍ୟାସନାଲ ସେଣ୍ଟର ଫର ସେସମୋଲାଜି ତରଫରୁ ସୂଚନା ପ୍ରଦାନ କରାଯାଇଛି ।
ଜମ୍ମୁ କାଶ୍ମୀରରେ ୪.୩ ତୀବ୍ରତାର ଭୂକମ୍ପ - ଭୂକମ୍ପ ଝଟକା
ଜମ୍ମୁକାଶ୍ମୀରରେ ୪.୩ ତିବ୍ରତାର ଭୂକମ୍ପ ଝଟକା । ନ୍ୟାସନାଲ ସେଣ୍ଟର ଫର ସେସମୋଲାଜି ତରଫରୁ ସୂଚନା । ଅଧିକ ପଢନ୍ତୁ...
ଜମ୍ମୁକାଶ୍ମୀରରେ ୪.୩ ତୀଜମ୍ମୁକାଶ୍ମୀରରେ ୪.୩ ତୀଜମ୍ମୁକାଶ୍ମୀରରେ ୪.୩ ତୀବ୍ରତାର ଭୂକମ୍ପ ଝଟକାବ୍ରତାର ଭୂକମ୍ପ ଝଟକାବ୍ରତାର ଭୂକମ୍ପ ଝଟକା
ଆଜି ସକାଳ ୯ଟା ୩୧ ମିନିଟରେ ଜମ୍ମୁକାଶ୍ମୀରର ପୂର୍ବ ହାନଲି ରୁ ୫୧୩ କିଲୋମିଟର ଦୂରରେ ଏହା ଅନୂଭୁତ ହୋଇଥିଲା । ତେବେ ଭୂକମ୍ପରେ କ୍ଷୟକ୍ଷତି ନେଇ କୌଣସି ସୂଚନା ଏପର୍ଯ୍ୟନ୍ତ ହସ୍ତଗତ ହୋଇନାହିଁ ।
@ANI