ନୂଆଦିଲ୍ଲୀ: ଅହେତୁକ ବୃଦ୍ଧି ପାଉଛି ପେଟ୍ରୋଲ ଓ ଡିଜେଲ ଦର । ଲଗାତାର 10 ଦିନରେ ସାରା ଦେଶରେ ବଢିଲା ପେଟ୍ରୋଲ ଡିଜେଲ ଦର । ଯାହାକୁ ନେଇ ଏବେ ଖାଉଟି ଅସନ୍ତୋଷ । ପେଟ୍ରୋଲ ଦର ଲିଟର ପିଛା 34 ପଇସାକୁ ବୃଦ୍ଧି ପାଇ 89 ଟଙ୍କା 88 ପଇସାକୁ ଆସିଥିବା ବେଳେ ଡିଜେଲ ଦର ଲିଟର ପିଛା 32 ପଇସାକୁ ବୃଦ୍ଧି ପାଇ 80.27କୁ ପହଞ୍ଚିଛି ।
ବେଲଗାମ ତୈଳଦର, ପୁଣି ପେଟ୍ରୋଲ ଲିଟର ପିଛା 34 ପଇସା ବଢିଲା - ଲାଗାତାର ବୃଦ୍ଧି ପାଉଛି ତୌଳ ଦର
ଅହେତୁକ ବୃଦ୍ଧି ପାଉଛି ପେଟ୍ରୋଲ ଓ ଡିଜେଲ ଦର । ଲଗାତାର 10 ଦିନରେ ସାରା ଦେଶରେ ବଢିଲା ପେଟ୍ରୋଲ ଡିଜେଲ ଦର । ପେଟ୍ରୋଲ ଦର ଲିଟର ପିଛା 34 ପଇସାକୁ ବୃଦ୍ଧି ପାଇ 89 ଟଙ୍କା 88 ପଇସାକୁ ଆସିଥିବା ବେଳେ ଡିଜେଲ ଦର ଲିଟର ପିଛା 32 ପଇସାକୁ ବୃଦ୍ଧି ପାଇ 80.27କୁ ପହଞ୍ଚିଛି । ଅଧିକ ପଢନ୍ତୁ...
ଲାଗାତାର ବୃଦ୍ଧି ପାଉଛି ତୌଳ ଦର
ଏହା ପୂର୍ବରୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କ ବଜେଟ୍ ଅଭିଭାଷଣରେ ପେଟ୍ରୋଲ ଉପରେ ଲିଟର ପିଛା 2.5 ଟଙ୍କା ଏବଂ ଡିଜେଲ ଉପରେ ଲିଟର ପିଛା 4 ଟଙ୍କା ଲାଗୁ କରିବାକୁ ଘୋଷଣା କରିଥିଲେ ।