ଓଡିଶା

odisha

ETV Bharat / bharat

ଆଜିଠୁ ଦିଲ୍ଲୀ AIIMSରେ କୋଭାକ୍ସିନ ପରୀକ୍ଷା ପାଇଁ ପିଲାଙ୍କ ସ୍କ୍ରିନିଂ ଆରମ୍ଭ - କୋଭାକ୍ସିନ ପରୀକ୍ଷା ପାଇଁ ପିଲାମାନଙ୍କ ସ୍କ୍ରିନିଂ ଆରମ୍ଭ କରିବ

ପାଟନା AIIMS ପରେ ଆଜି ଦିଲ୍ଲୀ AIIMSରେ କୋଭାକ୍ସିନ ପରୀକ୍ଷା ପାଇଁ ପିଲାଙ୍କ ସ୍କ୍ରିନିଂ ଆରମ୍ଭ ହେବ । ଅଧିକ ପଢନ୍ତୁ...

ଆଜିଠାରୁ ଦିଲ୍ଲୀ AIIMSରେ କୋଭାକ୍ସିନ ପରୀକ୍ଷା ପାଇଁ ପିଲାମାନଙ୍କ ସ୍କ୍ରିନିଂ ଆରମ୍ଭ
ଆଜିଠାରୁ ଦିଲ୍ଲୀ AIIMSରେ କୋଭାକ୍ସିନ ପରୀକ୍ଷା ପାଇଁ ପିଲାମାନଙ୍କ ସ୍କ୍ରିନିଂ ଆରମ୍ଭ

By

Published : Jun 7, 2021, 9:02 AM IST

ନୂଆଦିଲ୍ଲୀ: ଆଜି ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସ ଭାରତ ବାୟୋଟେକ୍ କୋଭାକ୍ସିନ କ୍ଲିନିକାଲ୍ ପରୀକ୍ଷା ପାଇଁ ପିଲାମାନଙ୍କ ସ୍କ୍ରିନିଂ ଆରମ୍ଭ କରିବ। ପାଟନା AIIMS ପରେ ଏବେ ଦିଲ୍ଲୀ AIIMSରେ କ୍ଲିନିକାଲ ପରୀକ୍ଷା ଆରମ୍ଭ କରିବ । ଯାହା ନିକଟରେ 12ରୁ 18 ବର୍ଷ ବୟସର ପିଲାଙ୍କ ଉପରେ ପରୀକ୍ଷା ଆରମ୍ଭ କରିଥିଲା ।

ଡ୍ରଗ କଣ୍ଟ୍ରୋଲ ଜେନେରାଲ ଅଫ ଇଣ୍ଡିଆ AIIMSରୁ ଅନୁମତି ପାଇବା ପରେ ଦିଲ୍ଲୀରେ ପରୀକ୍ଷା ଆରମ୍ଭ ପୂର୍ବରୁ କ୍ଲିନିକାଲ ଟ୍ରାଏଲ ପାଇଁ ସ୍କ୍ରିନିଂ ଆରମ୍ଭ କରିବ । DCGIର ଅନୁମୋଦନ ପରେ ମେ 12ରେ ଏକ ବିଶେଷଜ୍ଞ କମିଟି(SEC) ଦ୍ବାରା ସୁପାରିଶ କରାଯାଇଥିଲା |

@ANI

ABOUT THE AUTHOR

...view details