ଓଡିଶା

odisha

By

Published : Apr 28, 2021, 4:54 PM IST

ETV Bharat / bharat

ଆରମ୍ଭରୁ କୋ-ୱିନ ପୋର୍ଟାଲ କ୍ରାସ, ପ୍ରଭାବିତ ଭ୍ୟାକ୍ସିନ ପଞ୍ଜୀକରଣ

18 ବର୍ଷରୁ ଉର୍ଦ୍ଧ୍ବ ଲୋକଙ୍କ ଟୀକାକରଣ ପାଇଁ ଆରମ୍ଭ ହେବାକୁ ଥିବା ପଞ୍ଜୀକରଣ ପ୍ରଭାବିତ । କ୍ରାସ ହୋଇଛି କୋ-ୱିନ ପୋର୍ଟାଲ । ଅଧିକ ପଢନ୍ତୁ..

କୋୱିନ ପୋର୍ଟାଲ କ୍ରାସ, ପ୍ରଭାବିତ ଭ୍ୟାକ୍ସିନ ପଞ୍ଜୀକରଣ
କୋୱିନ ପୋର୍ଟାଲ କ୍ରାସ, ପ୍ରଭାବିତ ଭ୍ୟାକ୍ସିନ ପଞ୍ଜୀକରଣ

ନୂଆଦିଲ୍ଲୀ : 18 ବର୍ଷରୁ ଉର୍ଦ୍ଧ୍ବ ଲୋକଙ୍କ ଟୀକାକରଣ ପାଇଁ ଆରମ୍ଭ ହେବାକୁ ଥିବା ପଞ୍ଜୀକରଣ ପ୍ରଭାବିତ । କ୍ରାସ ହୋଇଛି କୋ-ୱିନ ପୋର୍ଟାଲ ।

କୋୱିନ ପୋର୍ଟାଲ କ୍ରାସ, ପ୍ରଭାବିତ ଭ୍ୟାକ୍ସିନ ପଞ୍ଜୀକରଣ

ବୁଧବାର ଅପରାହ୍ନ 4 ଟାରୁ କୋଭିଡ ଟିକାକରଣ ପାଇଁ ପଞ୍ଜିକରଣ ଆରମ୍ଭ ହେବା ନେଇ ସ୍ଥିର ହୋଇଥିଲା ।

କୋୱିନ ପୋର୍ଟାଲ କ୍ରାସ, ପ୍ରଭାବିତ ଭ୍ୟାକ୍ସିନ ପଞ୍ଜୀକରଣ

ମେ ପହିଲାରୁ ଦେଶରେ ସମସ୍ତ 18 ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ କୋରୋନା ଟିକା ଦିଆଯିବ । ଏଥିପାଇଁ କେନ୍ଦ୍ରସରକାର ଘୋଷଣା କରିଛନ୍ତି । ଓଡିଶାରେ ମଧ୍ୟ ମାଗଣା ଟିକାକରଣ ପାଇଁ ଘୋଷଣା ହୋଇଛି । ତେବେ ଟିକା ନେବା ପାଇଁ କୋୱିନ ପୋର୍ଟାଲରେ ପଞ୍ଜୀକରଣ ବ୍ୟବସ୍ଥା କରାଯାଇଛି ।

ଦେଶର ନାଗରିକଙ୍କ ଟିକାକରଣ ପାଇଁ କେନ୍ଦ୍ର ସରକାର କୋ-ୱିନ ପୋର୍ଟାଲ ଆରମ୍ଭ କରିଛନ୍ତି । ଏଥିରେ ଲୋକେ ଟିକା ନେବା ପାଇଁ ନିଜ ନାଁ ରେଜିଷ୍ଟ୍ରସନ କରିପାରିବେ ।

ABOUT THE AUTHOR

...view details