ପାଟନା: ପାରିବାରିକ କଳହର କରୁଣ ଚିତ୍ର । ବାପା ମାଆଙ୍କ ଝଗଡାରେ 3 ବର୍ଷ ଶିଶୁର ଗଲା ଜୀବନ(child killed in husband wife quarrel)। ଏଭଳି ଘଟଣା ଦେଖିବାକୁ ମିଳିଛି ବିହାରର ଭାଗଲପୁରର(crime in bhagalpuir) ସୋନବରସା ଅଞ୍ଚଳରେ । ଏନେଇ ସ୍ବାମୀ ସ୍ତ୍ରୀଙ୍କ ସହିତ 4ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।
Child Killed: ବାପା ମାଆଙ୍କ ଝଗଡାରେ ବଳିପଡିଲା 3 ବର୍ଷର ଝିଅ - ବିହାରର ଭାଗଲପୁର
ବିହାରର ଭାଗଲପୁରର ସୋନବରସାରେ ବାପା ମାଆଙ୍କ ଝଗଡାରେ 3 ବର୍ଷ ଶିଶୁର ଗଲା ଜୀବନ(Child killed in husband wife quarrel)। ଅଧିକ ପଢନ୍ତୁ
ପାରିବାରିକ କଳହରୁ ଶିଶୁର ଗଲା ଜୀବନ
ସୂଚନା ଅନୁଯାୟୀ, ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ କୌଁସି କାରଣରୁ ଝଗଡା ହୋଇଥିଲା । ଝଗଡା ଏତେ ବଢିଯାଇଥିଲା ଯେ ପରସ୍ପର ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ଯେଉଁ ଘଟଣାରେ ଶିଶୁଟି ଶିକାର ହୋଇଥିଲା । ଏନେଇ ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଆହାତ ହୋଇଥିବା ସମସ୍ତଙ୍କୁ ଭଗାଲପୁରର ମାୟାଗଂଞ୍ଜ ହସ୍ପିଟାଲ ନେଇ ଭର୍ତ୍ତି କରିଥିଲେ । କିନ୍ତୁ ଘଟଣାରେ ଆହତ ହୋଇଥିବା 3 ବର୍ଷର ଶିଶୁ ଚିକିତ୍ସା ପାଇଁ ନିଆଯିବା ବାଟରେ ହିଁ ମୃତ୍ୟୁ ବରଣ କରିଥିଲା । ଅନ୍ୟପଟେ ଏନେଇ ପୋଲିସ ଘଟଣାର ତଦନ୍ତ କରୁଥିବା ନେଇ ସୂଚନା ମିଳିଛି ।