ଭୁବନେଶ୍ବର: ପ୍ରକାଶ ପାଇଲା କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଦଶମ ବୋର୍ଡ ପରୀକ୍ଷା ଫଳ । ମଧ୍ୟାହ୍ନ ୧୨ଟାରେ ବାହାରିଛି ଫଳ । ବୋର୍ଡ ୱେବସାଇଟ cbse.gov.in ଓ CBCERESULT.nic.in ଉପଲବ୍ଧ ହୋଇଛି ରେଜଲ୍ଟ । ମହାମାରୀ କୋରୋନା ପାଇଁ ଚଳିତ ବର୍ଷ ପରୀକ୍ଷା ବାତିଲ ହୋଇଥିଲା । ବିକଳ୍ପ ପଦ୍ଧତି ଆଧାରରେ ମୂଲ୍ୟାୟନ କରି ପରୀକ୍ଷା ଫଳ ପ୍ରକାଶ କରିବ ବୋର୍ଡ । ୨୦ ଲକ୍ଷକୁ ଅଧିର ଛାତ୍ରଛାତ୍ରୀ ଦେଇଥିଲେ ପରୀକ୍ଷା । ଫଳରେ ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ପୁଣି ପରୀକ୍ଷା ଦେଇପାରିବେ ।
ପ୍ରକାଶ ପାଇଲା CBSE ଦଶମ ରେଜଲ୍ଟ - କୋରୋନା ପାଇଁ ସ୍ଥଗିତ ଥିଲା ପରୀକ୍ଷା
ପ୍ରକାଶ ପାଇଲା CBSE ଦଶମ ପରୀକ୍ଷା ଫଳ । ଅଧିକ ପଢନ୍ତୁ...
ଆଜି ପ୍ରକାଶ ପାଇବ CBSE ଦଶମ ରେଜଲ୍ଟ
ପ୍ରକାଶ ଥାଉ କି, ଗତ ଜୁଲାଇ ୩୦ ତାରିଖରେ CBSE ଦ୍ବାଶମ ପରୀକ୍ଷା ଫଳ ପ୍ରକାଶିତ ହୋଇଥିଲା । ଫଳରେ ୯୯.୩୭ ପ୍ରତିଶତ ପାସ କରିଛନ୍ତି । ଭୁବନେଶ୍ବର ରିଜିୟନରେ ପାସ ହାର ରହିଥିଲା ୯୯.୫୫% । ପ୍ରକାଶିତ ଫଳକୁ ନେଇ ଛାତ୍ରଛାତ୍ରୀ ସନ୍ତୁଷ୍ଟ ଅଛନ୍ତି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ
Last Updated : Aug 3, 2021, 12:25 PM IST