ଓଡିଶା

odisha

BrahMos Missile Test Fired: ସୁଖୋଇରୁ ଲଞ୍ଚ ହେଲା ବ୍ରହ୍ମୋସ, ହିଟ୍ କଲା ଟାର୍ଗେଟ

By

Published : Apr 19, 2022, 8:10 PM IST

ପୁଣି ଥରେ ବାୟୁସେନାର ଯୁଦ୍ଧ ବିମାନ ସୁଖୋଇ-30ରୁ ସଫଳତାର ସହ ବ୍ରହ୍ମୋସ କ୍ଷପଣାସ୍ତ୍ରର ବ୍ୟବହାରିକ ପରୀକ୍ଷଣ । ନୌସେନାର ଏକ ସେବାନିବୃତ ଜାହାଜ ଟାର୍ଗେଟକୁ କରି ନଷ୍ଟ କରିବାରେ ସଫଳ ହୋଇଛି । ଅଧିକ ପଢନ୍ତୁ

ସୁଖୋଇରୁ ସଫଳତାର ସହ ପରୀକ୍ଷଣ ହେଲା ବ୍ରହ୍ମୋସ
ସୁଖୋଇରୁ ସଫଳତାର ସହ ପରୀକ୍ଷଣ ହେଲା ବ୍ରହ୍ମୋସ

ନୂଆଦିଲ୍ଲୀ:ପୁଣି ଥରେବାୟୁସେନାର ଯୁଦ୍ଧ ବିମାନ ସୁଖୋଇ-30ରୁ ସଫଳତାର ସହ ବ୍ରହ୍ମୋସ କ୍ଷପଣାସ୍ତ୍ରର ବ୍ୟବହାରିକ ପରୀକ୍ଷଣ ହୋଇଛି । ଆଜି (ମଙ୍ଗଳବାର) ପୂର୍ବ ସମୁଦ୍ରିକ ଅଞ୍ଚଳରେ ଏହି ପରୀକ୍ଷଣ କରାଯାଇଥିବା ବେଳେ ଏହା ସଫଳ ହୋଇଥିବା ବାୟୁସେନା ସୂଚନା ଦେଇଛି ।

ବାୟୁସେନାର ଏକ ସୁଖୋଇ-30 MkI ବିମାନରୁ ବ୍ରାହ୍ମୋସ୍ କ୍ଷେପଣାସ୍ତ୍ରର ଉତକ୍ଷେପଣ କରାଯାଇଥିଲା । ଏହା ନୌସେନାର ଏକ ସେବାନିବୃତ ଜାହାଜ ଟାର୍ଗେଟକୁ କରି ନଷ୍ଟ କରିବାରେ ସଫଳ ହୋଇଛି । ନୌସେନାର ସମନ୍ବୟରେ ଏହି ପରୀକ୍ଷଣ ସଫଳ ହୋଇଥିବା ବାୟୁସେନା ଘୋଷଣା କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details