ରାୟପୁର: ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡାଙ୍କ ପିତା ନାରାୟଣ ଦାସ ନଡ୍ଡା ପୁଣି ଅସୁସ୍ଥ ହୋଇପଡିଛନ୍ତି । ତେବେ ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ପିତା ହସ୍ପିଟାଲରେ ଭର୍ତ୍ତି - ଜେପି ନଡ୍ଚାଙ୍କ ପିତା ହସ୍ପିଟାଲରେ ଭର୍ତ୍ତି
ଛତିଶଗଡର ବିଳାସପୁରରେ ରହୁଥିବା ଜେପି ନଡ୍ଡାଙ୍କ ବାପାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଧିକ ପଢନ୍ତୁ...
ବିଜେପି ନେତା ଜେପି ନଡ୍ଚାଙ୍କ ପିତା ହସ୍ପିଟାଲରେ ଭର୍ତ୍ତି
ତେବେ ଜାନୁଆରୀ 16 ତାରିଖରେ ଜେପି ନଡ୍ଡାଙ୍କ ପିତା ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେ ନିଶ୍ବାସ ପ୍ରଶ୍ବାସରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ସେ ଛତିଶଗଡର ବିଳାସପୁର ଜିଲ୍ଲାର ବିଜୟପୁରଠାରେ ବାସ କରୁଥିଲେ । ତେବେ ତାଙ୍କୁ ଶନିବାର ସକାଳ ସମୟରେ ଶ୍ବାସକ୍ରିୟାରେ କଷ୍ଟ ଅନୁଭବ କରିଥିଲେ । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯିବା ପରେ ଏକ ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କରୁଥିବା ଜଣାପଡିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ