ନୂଆଦିଲ୍ଲୀ: ଓଡିଶାରେ ନକ୍ସଲ ପ୍ରଭାବିତ ଅଞ୍ଚଳରେ ମୋବାଇଲ ସେବା ଯୋଗାଇବାକୁ ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦ ଶୂନ୍ୟକାଳରେ ନୋଟିସ ଦେଇଛନ୍ତି । ରାଜ୍ୟସଭାର ଶୂନ୍ୟ କାଳରେ ଏନେଇ ସାଂସଦ ନୋଟିସ ଦେଇଛନ୍ତି ।
ନକ୍ସଲ ପ୍ରଭାବିତ ଅଞ୍ଚଳରେ ମୋବାଇଲ ସେବା ଯୋଗାଇବାକୁ ବିଜେଡି ସାଂସଦଙ୍କ ନୋଟିସ
ଓଡିଶାରେ ନକ୍ସଲ ପ୍ରଭାବିତ ଅଞ୍ଚଳରେ ମୋବାଇଲ ସେବା ଯୋଗାଇବାକୁ ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦ ଶୂନ୍ୟକାଳରେ ନୋଟିସ ଦେଇଛନ୍ତି । ଅଧିକ ପଢନ୍ତୁ...
ନକ୍ସଲ ପ୍ରଭାବିତ ଅଞ୍ଚଳ
ଶୂନ୍ୟକାଳରେ ଲୋକଙ୍କ କଥାକୁ ସାଂସଦ ମାନେ ଉଠାଇଥାନ୍ତି । ସୂଚନାଥାଉକି, ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ରାଜ୍ୟସଭାରେ ଆଲୋଚନା ହେଉଛି । 25ଟି ରାଜନୈତିକ ଦଳର 50 ଜଣ ବକ୍ତା ଆଲୋଚନାରେ ଭାଗ ନେଇଛନ୍ତି ।
ଅଧିକରୁ ଅଧିକ ସାଂସଦ ଏଥିରେ ଭାଗ ନେବାକୁ ଚାହିଁବାରୁ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନାକୁ ଅଧିକ 15 ଘଣ୍ଟା ବଢାଯାଇଛି ।