ଓଡିଶା

odisha

ETV Bharat / bharat

ସୋପିଆନରେ ମହିଳା ପୋଲିସ ଅଧିକାରୀଙ୍କୁ ହତ୍ୟା

ଜମ୍ମୁକାଶ୍ମୀର ସୋପିଆନ ଜିଲ୍ଲାରେ ଆତଙ୍କୀ ହମଲା । ଏଥର ଟାର୍ଗେଟରେ କୌଣସି ଯବାନ ନୁହଁନ୍ତି ବରଂ ମହିଳା ପୋଲିସ ଅଧିକାରୀ । ଆତଙ୍କବାଦୀ ମାନେ ମହିଳା ପୋଲିସ ଅଧିକାରୀଙ୍କ ଘର ଉପରେ ଗୁଳି ଚାଳନା କରିବା ସହ ତାଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି ।

By

Published : Mar 17, 2019, 10:38 PM IST

ସୋସିଆଲ ମିଡିଆ


ଶ୍ରୀନଗର: ଜମ୍ମୁକାଶ୍ମୀର ସୋପିଆନ ଜିଲ୍ଲାରେ ଆତଙ୍କୀ ହମଲା । ଏଥର ଟାର୍ଗେଟରେ କୌଣସି ଯବାନ ନୁହଁନ୍ତି ବରଂ ମହିଳା ପୋଲିସ ଅଧିକାରୀ । ଆତଙ୍କବାଦୀ ମାନେ ମହିଳା ପୋଲିସ ଅଧିକାରୀଙ୍କ ଘର ଉପରେ ଗୁଳି ଚାଳନା କରିବା ସହ ତାଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି ।

ମହିଳା ପୋଲିସ ଅଧିକାରୀ ଜଣକ ହେଲେ ଏସପିଓ ଖୁସବୋ ଜାନ । ଘଟଣା ପରେ ଅଧିକାରୀ ଜଣଙ୍କୁ ସଙ୍ଗେ ସଙ୍ଗେ ନିକଟସ୍ଥ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

For All Latest Updates

ABOUT THE AUTHOR

...view details