ଓଡିଶା

odisha

ETV Bharat / bharat

ବିନା ଇଣ୍ଟରନେଟରେ କେମିତି ଚାଲିବ ହ୍ବାଟ୍ସଆପ, ଆସନ୍ତୁ ଜାଣିବା..

ହ୍ବାଟ୍ସଆପ ୟୁଜର୍ସଙ୍କ ପାଇଁ ଏକ ନୂଆ ଆପ୍ ଉପରେ କାମ କରୁଛି, ଯେଉଁଥିରେ ଆପଣଙ୍କ ଫୋନ ସ୍ବିଚଅଫ୍ ଥିବା ସତ୍ବେ ୱେବରେ ଆପଣ ହ୍ବାଟ୍ସଆପ୍ ଚଲାଇପାରିବେ ।

ଫାଇଲ ଫଟୋ

By

Published : Jul 28, 2019, 2:06 PM IST

ନୂଆଦିଲ୍ଲୀ: ହ୍ବାଟ୍ସଆପ ଚଲାଇବା ପାଇଁ ଫୋନରେ ଇଣ୍ଟରନେଟ୍ କନେକସନ୍ ଥିବା ନିହାତି ଆବଶ୍ୟକ । କିନ୍ତୁ ଏବେ ଏହା ବଦଳିବା ପାଇଁ ଯାଉଛି । ଆପଣଙ୍କ ଫୋନ ସ୍ବିଚଅଫ ଥିଲେ ମଧ୍ୟ ଆପଣ ହ୍ବାଟ୍ସଅଫ୍ ବ୍ୟବହାର କରିପାରିବେ । ଏହା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ । କିନ୍ତୁ କଥାଟି ସମ୍ପୂର୍ଣ୍ଣ ସତ ଅଟେ ।

ୱାବେଟାଇନଫୋର ସୂଚନା ଅନୁଯାୟୀ, ୱାଟ୍ସଆପ୍ କମ୍ପାନୀ ଏବେ ୟୁନିଭରସାଲ ୱିଣ୍ଡୋ ପ୍ଲାର୍ଟଫର୍ମ ଆପ୍ ଉପରେ କାମ କରୁଛି । ଏଥିସହ ଏକ ମଲ୍ଟି ପ୍ଲାର୍ଟଫର୍ମ ସିଷ୍ଟମ ମଧ୍ୟ ଆଣିବାକୁ ଯାଉଛି । ଯେଉଁଥିରେ ଆପଣଙ୍କ ଫୋନ ସ୍ବିଚଅଫ୍ ଥିବା ସତ୍ତ୍ବେ ୱେବରେ ଆପଣ ହ୍ବାଟ୍ସଆପ୍ ଚଲାଇପାରିବେ ।

ଏଥିସହ ଏହି ନୂଆ ସିଷ୍ଟମରେ ୟୁଜରମାନେ ଗୋଟିଏ ଆକାଉଣ୍ଟକୁ ଏକାସହିତ କେତେଗୁଡିଏ ଡିଭାଇସରେ ଲଗିନ୍ କରିପାରିବେ ।

ABOUT THE AUTHOR

...view details