କୋଲକାତା: କୋଭିଡ୍-୧୯ ମୁକାବିଲା ଲାଗି ନିଃସ୍ବାର୍ଥପର ଭାବେ କର୍ତ୍ତବ୍ୟ ପାଳନ କରୁଥିବା କୋରୋନା ଯୋଦ୍ଧାଙ୍କୁ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ସମ୍ଭର୍ଦ୍ଧନା ଦିଆଯିବ । ରାଜ୍ୟ ସରକାର ଜୁଲାଇ 1 ତାରିଖକୁ ଡାକ୍ତର ଦିବସ ଭାବେ ପାଳନ କରିବା ନିମନ୍ତେ ରାଜ୍ୟରେ ଛୁଟି ଘୋଷଣା କରିଛନ୍ତି ।
କୋରୋନା ଯୋଦ୍ଧାଙ୍କୁ ସମ୍ମାନ, ଜୁଲାଇ 1 ରେ ରାଜ୍ୟରେ ଛୁଟି ଘୋଷଣା - କୋରୋନା ଯୋଦ୍ଧାଙ୍କୁ ସମ୍ମାନ
ପଶ୍ଚିମବଙ୍ଗ ସରକାର ଜୁଲାଇ 1 ତାରିଖକୁ ଡାକ୍ତର ଦିବସ ଭାବେ ପାଳନ କରିବା ନିମନ୍ତେ ରାଜ୍ୟରେ ଛୁଟି ଘୋଷଣା କରିଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...
କୋରୋନା ଯୋଦ୍ଧାଙ୍କୁ ସମ୍ମାନ, ଜୁଲାଇ 1 ରେ ରାଜ୍ୟରେ ଛୁଟି ଘୋଷଣା
ମମତା ବାନାର୍ଜୀ କହିଛନ୍ତି, ଆଗଧାଡିର କୋରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଏହି ଦିନକୁ ରାଜ୍ୟରେ ଛୁଟିଦିନ ଭାବେ ଘୋଷଣା କରାଯାଇଛି । ଏହା ବ୍ୟତୀତ ରାଜ୍ୟ ସରକାର ସମଗ୍ର ପଶ୍ଚିମବଙ୍ଗରେ ଟେଲି ମେଡିସିନ୍ ସେବା ଆରମ୍ଭ କରିବାକୁ ଯୋଜନା କରୁଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ