ନୂଆଦିଲ୍ଲୀ: ଲଗାଣ ବର୍ଷା ଯୋଗୁଁ ଦିଲ୍ଲୀର ଯମୁନା ନଦୀରେ ବଢି ଚାଲିଛି ଜଳସ୍ତର । ହରିୟାଣାର ହାଥିନୀ କୁଣ୍ଡ ଡ୍ୟାମରୁ ପାଣି ଛଡାଯିବାରୁ ନିଷ୍କାସିତ ଜଳ ଆସି ଦିଲ୍ଲୀରେ ପହଞ୍ଚିଛି । ଯାହା ଫଳରେ ଦିଲ୍ଲୀର ଯମୁନାସ୍ତରରେ ପାଣି ବଢିବାରେ ଲାଗିଛି ।
ଯମୁନାର କାଳନ୍ଦିକୁଞ୍ଜ ଘାଟରେ ବଢିଲା ଜଳସ୍ତର, ଆଲର୍ଟରେ ପ୍ରଶାସନ - ବନ୍ୟା ଆଶଙ୍କା
ଲଗାଣ ବର୍ଷା ଯୋଗୁଁ ଦିଲ୍ଲୀର ଯମୁନା ନଦୀରେ ରବଢି ଚାଲିଛି ଜଳସ୍ତର । ହରିୟାଣର ହଥିନୀ କୁଣ୍ଡ ଡ୍ୟାମରୁ ପାଣି ଛଡାଯିବାରୁ ନିଷ୍କାସିତ ଜଳ ଆସି ଦିଲ୍ଲୀରେ ପହଞ୍ଚିଯାଇଛି ।
ଯମୁନାର କାଳନ୍ଦିକୁଞ୍ଜ ଘାଟରେ ବଢିଲା ଜଳସ୍ତର, ଆଲର୍ଟରେ ପ୍ରଶାସନ
ଫଳରେ ଦିଲ୍ଲୀ ପ୍ରଶାସନ ସତର୍କ ରହିଛି । କିନ୍ତୁ ଯମୁନା ନଦୀ ବିପଦସଙ୍କେତ ତଳେ ରହିଛି ।