ଓଡିଶା

odisha

ETV Bharat / bharat

ବିସ୍ତାରା ପକ୍ଷରୁ ଜେଟ ଏୟାରୱେଜ କର୍ମଚାରୀଙ୍କୁ ଅଫର

ଜେଟ ଏୟାର ୱେଜର କର୍ମଚାରୀଙ୍କୁ ଚାକିରୀ ଦେବ ବିସ୍ତାରା। ପ୍ରାୟ 500 କର୍ମଚାରୀଙ୍କୁ ବିସ୍ତାରା ପକ୍ଷରୁ ଆସିଛି ଅଫର । ଗତ ତିନି ବର୍ଷ ଭିତରେ ଏହି ଅଫର ବିସ୍ତାରାର ସବୁଠୁ ବଡ ।

By

Published : May 1, 2019, 5:55 AM IST

ଡିଜାଇନ ଫଟୋ

ନୂଆଦିଲ୍ଲୀ: ଜେଟ ଏୟାର ୱେଜର କର୍ମଚାରୀଙ୍କୁ ଚାକିରୀ ଦେବ ବିସ୍ତାରା। ପ୍ରାୟ 500 କର୍ମଚାରୀଙ୍କୁ ବିସ୍ତାରା ପକ୍ଷରୁ ଆସିଛି ଅଫର । ଗତ ତିନି ବର୍ଷ ଭିତରେ ଏହି ଅଫର ବିସ୍ତାରା ସବୁଠୁ ବଡ । 100 ପାଇଲଟ ଏବଂ 400 କ୍ୟାବିନ କ୍ରୁ କର୍ମଚାରୀଙ୍କୁ ଅଫର ଦେଇଛି ବିସ୍ତାରା ।

ଜେଟ ଏୟାରୱେଜ ଏପ୍ରିଲ 17 ତାରିଖରେ ବନ୍ଦ ହୋଇଯାଇଥିଲା। ଛାଡିଯାଇଥିଲା 22,000 କର୍ମଚାରୀ।ମଙ୍ଗଳବାର କ୍ୟାବିନ କ୍ରିଉଙ୍କ ପାଇଁ ରିକ୍ରୁଇଟମେଣ୍ଟ ଥିବା ଜଣାପଡିଛି। ତେବେ ଏନେଇ ବିସ୍ତାରା ପକ୍ଷରୁ କୌଣସି ସୂଚନା ମିଳିପାରିନାହିଁ।

For All Latest Updates

ABOUT THE AUTHOR

...view details