ଓଡିଶା

odisha

By

Published : Aug 29, 2020, 12:22 PM IST

ETV Bharat / bharat

ୟୁପି କ୍ୟାବିନେଟ ମନ୍ତ୍ରୀ ସତୀଶ୍ ମାହାନା କୋରୋନା ପଜିଟିଭ

ଉତ୍ତରପ୍ରଦେଶ କ୍ୟାବିନେଟ୍ ମନ୍ତ୍ରୀ ସତୀଶ୍ ମାହାନା କୋରୋନା ପଜିଟିଭ । ଖୋଦ୍ ଟ୍ବିଟ କରି ସୂଚନା ଦେଲେ ଖୋଦ ମନ୍ତ୍ରୀ । ଅଧିକ ପଢନ୍ତୁ...

_up cabinet minister corona  positive
ୟୁପି କ୍ୟାବିନେଟ ମନ୍ତ୍ରୀ ସତୀଶ୍ ମାହାନା କୋରୋନା ପଜିଟିଭ

ଲକ୍ଷ୍ନୌ: କୋରୋନା କବଳରେ ଉତ୍ତରପ୍ରଦେଶ କ୍ୟାବିନେଟ୍ ମନ୍ତ୍ରୀ। ଉତ୍ତରପ୍ରଦେଶ କ୍ୟାବିନେଟ୍ ମନ୍ତ୍ରୀ ସତୀଶ୍ ମାହାନା କୋରୋନା ପଜିଟିଭ ଥିବା ଜଣାପଡିଛି ।

ସତୀଶ୍ ମାହାନା ଖୋଦ୍ ଟ୍ବିଟ୍ କରି କହିଛନ୍ତି ଯେ, କୋରୋନାର ପ୍ରାରମ୍ଭିକ ଲକ୍ଷଣ ପରିଲକ୍ଷିତ ହେବା ପରେ ମୁଁ ଶୁକ୍ରବାର କୋରୋନା ପରୀକ୍ଷା କରିଥିଲି । ଯେଉଁଥିରେ ମୋ ରିପୋର୍ଟ ପଜିଟିଭ ଆସିଛି । ଡାକ୍ତରଙ୍କ ପରାମର୍ଶ କ୍ରମେ ମୁଁ ହୋମ ଆଇସୋଲେସନରେ ରହିଛି । ଏଣୁ ବିଗତ କିଛି ଦିନରେ ଯେଉଁମାନେ ମୋ ଯୋଗାଯୋଗରେ ଆସିଛନ୍ତି ସେମାନେ ତୁରନ୍ତ ନିଜର କୋରୋନା ପରୀକ୍ଷା କରିବାକୁ ମୁଁ ନିବେଦନ କରୁଛି ।

ୟୁପି କ୍ୟାବିନେଟ ମନ୍ତ୍ରୀ ସତୀଶ୍ ମାହାନା କୋରୋନା ପଜିଟିଭ

ସେହିପରି ଗୁରୁବାର ୟୁପି କ୍ୟାବିନେଟ୍ ମନ୍ତ୍ରୀ ସିଦ୍ଧାର୍ଥ ନାଥ ସିଂ ମଧ୍ୟ କୋରୋନା ପଜିଟିଭ ଥିବା ଜଣାପଡିଥିଲା । ଏହାଛଡା ବୁଧବାର ଅନ୍ୟଜଣେ କ୍ୟାବିନେଟ୍ ମନ୍ତ୍ରୀ ଭୁପେଶ ସିଂ ଚୌଧୁରୀ ମଧ୍ୟ କୋରୋନା ଆକ୍ରାନ୍ତ ହୋଇଥିଲେ ।

ABOUT THE AUTHOR

...view details