ଲକ୍ଷ୍ନୌ: ପଚାଶ ବର୍ଷୀୟ ସ୍ବାମୀର ସଇତାନ ରୂପ । ପାରିବାରିକ କଳହକୁ ନେଇ ପତ୍ନୀକୁ ହତ୍ୟା କରିବାକୁ କରିଛି ଗୁଳି ମାଡ଼ । ନିଜେ ମଧ୍ୟ ନିଜକୁ ଗୁଳି କରିଛି । ଏମିତି ଏକ ଘଟଣା ଘଟିଛି ଉତ୍ତରପ୍ରଦେଶର ରାଜଧାନୀରେ ।
ପାରିବାରିକ କଳହରୁ ଗୁଳିକରି ପତିର ଆତ୍ମହତ୍ୟା, ପତ୍ନୀ ଗୁରୁତର - ଲୌକ୍ଷ୍ନ
ପଚାଶ ବର୍ଷୀୟ ସ୍ବାମୀର ସଇତାନ ରୂପ । ପାରିବାରିକ କଳହକୁ ନେଇ ପତ୍ନୀକୁ କରିବା ସହ ନିଜକୁ ନଧ୍ୟ ଗୁଳି କରିଛି ନିଜେ । ଅଧିକ ପଢନ୍ତୁ..
up firing case
ସେପଟେ ସ୍ବାମୀର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ପତ୍ନୀ ବର୍ତ୍ତମାନ ମଧ୍ୟ ଗୁରୁତର ଅଛନ୍ତି । ମହିଳା ଜଣଙ୍କ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ଚିକିତ୍ସା ଜାରି ରହିଥିବା ସୂଚନା ଦେଇଛନ୍ତି ଲକ୍ଷ୍ନୌ ଡିସିପି ।
@ANI