ନୂଆଦିଲ୍ଲୀ: ଦେଶରେ ଗୋଟିଏ ଦିନରେ 9987ଟି କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା 266598ରେ ପହଞ୍ଚିଛି । ସେପଟେ ମୃତ୍ୟୁ ସଂଖ୍ୟା 7466 ଛୁଇଁଛି । ଅନ୍ୟପଟେ 12925 ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ 129917 ଟି ସକ୍ରିୟ ମାମଲା ରହିଛି ।
ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା 7466 - ଦେଶରେ ଗୋଟିଏ ଦିନରେ 9983 ନୂଆ ଆକ୍ରାନ୍ତ
ଦେଶରେ ଗୋଟିଏ ଦିନରେ 9983 ନୂଆ ଆକ୍ରାନ୍ତ
09:33 June 09
ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା 7466
06:10 June 09
ଦେଶରେ ଗୋଟିଏ ଦିନରେ 9983 ନୂଆ ଆକ୍ରାନ୍ତ
ନୂଆଦିଲ୍ଲୀ: ଦେଶରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ 9983 ନୂଆ କୋରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଫଳରେ କୋରୋନା ପଜେଟିଭ ସଂଖ୍ୟା 256611ରେ ପହଞ୍ଚିଛି । ସେହିପରି ମୋଟ ମୃତ୍ୟୁ ସଂଖ୍ୟା 7135ରେ ପହଞ୍ଚିଛି । ସମୁଦାୟ 124095 ଜଣ ଭଲ ହୋଇ ଡିସଚାର୍ଜ ହୋଇଥିବାବେଳେ ସକ୍ରିୟ ମାମଲା ସଂଖ୍ୟା 125381 ରହିଛି ।
Last Updated : Jun 9, 2020, 9:35 AM IST