ଦେଶର ବଢିଚାଲିଛି କୋରୋନା ମୃତ୍ୟୁ ସଂଖ୍ୟା । 24 ଘଣ୍ଟାରେ ସର୍ବାଧିକ 465 ମୃତ । ମୋଟ ମୃତ୍ୟୁ ସଂଖ୍ୟା 14,476କୁ ବୃଦ୍ଧି । ସେପଟେ 15,968 ଆକ୍ରାନ୍ତ ଚିହ୍ନଟ । ଦେଶରେ ମୋଟ କୋରୋନା ପଜେଟିଭ ସଂଖ୍ୟା 456183କୁ ବୃଦ୍ଧି । ଅନ୍ୟପଟେ ସୁସ୍ଥ ହେଲେଣି 258685 । ଫଳରେ ବର୍ତ୍ତମାନ ସୁଦ୍ଧା ଦେଶରେ 183022ଟି ସକ୍ରିୟ ମାମଲା ରହିଛି ।
ଦେଶରେ ଗୋଟିଏ ଦିନରେ 465 ମୃତ, ସଂଖ୍ୟା 14,476କୁ ବୃଦ୍ଧି - unlock one day 24
ଦେଶରେ ଗୋଟିଏ ଦିନରେ 312 ମୃତ, ସଂଖ୍ୟା 14,011କୁ ବୃଦ୍ଧି
10:11 June 24
ଦେଶରେ ଗୋଟିଏ ଦିନରେ 465 ମୃତ, ସଂଖ୍ୟା 14,476କୁ ବୃଦ୍ଧି
07:41 June 24
ଦେଶରେ ଗୋଟିଏ ଦିନରେ 312 ମୃତ, ସଂଖ୍ୟା 14,011କୁ ବୃଦ୍ଧି
ନୂଆଦିଲ୍ଲୀ: ଦେଶରେ ଭୟଙ୍କର ରୂପ ନେଉଛି ମହାମାରୀ କୋରୋନା । ପୁଣି ଦିନକରେ 312 ମୃତ । 14,933 ନୂଆ ଆକ୍ରାନ୍ତ ଚିହ୍ନଟ । ମୋଟ ଆକ୍ରାନ୍ତ ସଂଖ୍ୟା 440215କୁ ବୃଦ୍ଧି । ସେହିପରି ମୃତକଙ୍କ ସଂଖ୍ୟା 14011କୁ ବୃଦ୍ଧି ପାଇଛି । ସେପଟେ ସମୁଦାୟ 248190 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ 178014 ଟି ସକ୍ରିୟ ମାମଲା ରହିଛି ।
Last Updated : Jun 24, 2020, 10:13 AM IST