ଓଡିଶା

odisha

By

Published : Aug 9, 2020, 10:00 AM IST

ETV Bharat / bharat

ଅଣାୟତ୍ତ କୋରୋନା: ଦେଶରେ 43 ହଜାର ଟପିଲା ମୃତକଙ୍କ ସଂଖ୍ୟା

କୋରୋନା ଆତଙ୍କ: ଦେଶରେ 43ଲକ୍ଷ ଟପିଲା ମୃତକଙ୍କ ସଂଖ୍ୟା
କୋରୋନା ଆତଙ୍କ: ଦେଶରେ 43ଲକ୍ଷ ଟପିଲା ମୃତକଙ୍କ ସଂଖ୍ୟା

09:45 August 09

ଆଜି ଦିନକରେ ସର୍ବାଧିକ 64ହଜାର 399ଜଣ ଚିହ୍ନଟ ହୋଇଥିବାବେଳେ 861ଜଣଙ୍କ ମୃତ୍ୟୁ ହୋଇଛି ।

ନୂଆଦିଲ୍ଲୀ:ଦେଶରେ 21ଲକ୍ଷ ଅତିକ୍ରମ କଲା ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ଦିନକରେ ସର୍ବାଧିକ 64ହଜାର 399ଜଣ ଚିହ୍ନଟ ହୋଇଥିବାବେଳେ 861ଜଣଙ୍କ ମୃତ୍ୟୁ ହୋଇଛି । 

ବର୍ତ୍ତମାନ ଦେଶରେ ସର୍ବମୋଟ 21ଲକ୍ଷ 53ହଜାର 011ଟି ପଜିଟିଭ କେସ ରହିଛି । ସେମାନଙ୍କ ମଧ୍ୟରୁ 14,80,885ଜଣ ସୁସ୍ଥ ହୋଇଥିବାବେଳେ 6,28,747ଟି ଆକ୍ଟିଭ କେସ ରହିଛି । ଅନ୍ୟପଟେ 43,379ଜଣଙ୍କ ମୃତ୍ୟୁ ହୋଇସାରିଲାଣି ।  

ABOUT THE AUTHOR

...view details