ଓଡିଶା

odisha

By

Published : Aug 5, 2020, 9:02 AM IST

Updated : Aug 5, 2020, 10:14 AM IST

ETV Bharat / bharat

ଦେଶରେ 19 ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଦେଶରେ ଦିନକରେ 52,050 କୋରୋନା ଆକ୍ରାନ୍ତ ଚିହ୍ନଟ
ଦେଶରେ ଦିନକରେ 52,050 କୋରୋନା ଆକ୍ରାନ୍ତ ଚିହ୍ନଟ

10:13 August 05

ଦିନକରେ 52,509 ନୂଆ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କୋରୋନା ସ୍ଥିତି ସଂଘାତିକ । ଦିନକରେ 52,509 ନୂଆ ସଂକ୍ରମିତ ଚିହ୍ନଟ । 857 ମୃତ । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 19,08,255କୁ ବୃଦ୍ଧି ପାଇଛି । ସେପଟେ ମୃତ୍ୟୁ ସଂଖ୍ୟା 39,795ରେ ପହଞ୍ଚିଛି । ସେହିପରି 12,82,216 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ 5,86,244ଟି ସକ୍ରିୟ ମାମଲା ରହିଛି । 

08:53 August 05

ଦେଶରେ ଦିନକରେ 52,050 କୋରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ:ଦେଶରେ ବେକାବୁ କୋରୋନା । ଗୋଟିଏ ଦିନରେ 52,050 ଆକ୍ରାନ୍ତ ଚିହ୍ନଟ । 803 ମୃତ । ମୋଟ ଆକ୍ରାନ୍ତ ସଂଖ୍ୟା 18,55,746କୁ ବୃଦ୍ଧି । ସେପଟେ 38,938 ଛୁଇଁଲା ମୃ୍ତ୍ୟୁ ସଂଖ୍ୟା। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 12,30,510ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ 5, 86,298ଟି ରହିଛି ସକ୍ରିୟ ମାମଲା ।

Last Updated : Aug 5, 2020, 10:14 AM IST

ABOUT THE AUTHOR

...view details