ଓଡିଶା

odisha

By

Published : Aug 12, 2020, 7:53 AM IST

Updated : Aug 12, 2020, 10:15 AM IST

ETV Bharat / bharat

ଦେଶରେ 46 ହଜାର ଟପିଲା ମୃତ୍ୟୁ ସଂଖ୍ୟା

ଦିନକରେ 53,601 ଆକ୍ରାନ୍ତ ଚିହ୍ନଟ
ଦିନକରେ 53,601 ଆକ୍ରାନ୍ତ ଚିହ୍ନଟ

10:15 August 12

ଦେଶରେ 46 ହଜାର ଟପିଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ଗୋଟିଏ ଦିନରେ ପୁଣି 60,963 ଆକ୍ରାନ୍ତ ଚିହ୍ନଟ । 834 ମୃତ । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 23,29,639କୁ ବୃଦ୍ଧି । ସେପଟେ 46091 ଛୁଇଁଲା ମୃତ୍ୟୁ ସଂଖ୍ୟା । ସେହିପରି  16,39,600 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ 6,43,948 ଟି ରହିଛି ସକ୍ରିୟ ମାମଲା । 

07:47 August 12

ଦିନକରେ 53,601 ଆକ୍ରାନ୍ତ ଚିହ୍ନଟ, 871ଜଣ ମୃତ

ନୂଆଦିଲ୍ଲୀ: ଦେଶରେ ବେକାବୁ କୋରୋନା । ପ୍ରତିଦିନ ବଢିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ଦିନକରେ ପୁଣି 53,601 ଆକ୍ରାନ୍ତ ଚିହ୍ନଟ । 871ଜଣ ମୃତ । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା  22, 68, 676କୁ ବୃଦ୍ଧି । 45,257 ଛୁଇଁଲା ମୃତ୍ୟୁ ସଂଖ୍ୟା ।

ସେପଟେ ଆକ୍ରାନ୍ତଙ୍କ ମଧ୍ୟରେ 15,83,490ଜଣ ସୁସ୍ଥ ହୋଇଥିବାବେଳେ 6,39,929ଟି ରହିଛି ସକ୍ରିୟ ମାମଲା । 

Last Updated : Aug 12, 2020, 10:15 AM IST

ABOUT THE AUTHOR

...view details