ଓଡିଶା

odisha

By

Published : Nov 11, 2019, 9:26 AM IST

ETV Bharat / bharat

ଜମ୍ମୁ ଓ କଶ୍ମୀରରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ଗୁଳିବିନିମୟ, 2 ଆତଙ୍କୀ ନିପାତ

ଜମ୍ମୁ ଓ କଶ୍ମୀରର ବାନ୍ଦିପୋରାରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ଗୁଳିବିନିମୟ । ସୁରକ୍ଷାକର୍ମୀଙ୍କ ଗୁଳିରେ 2 ଆତଙ୍କୀ ମୃତ ।

ପ୍ରତିକାତ୍ମକ ଫଟୋ

ଶ୍ରୀନଗର: ଜମ୍ମୁ ଓ କଶ୍ମୀରର ବାନ୍ଦିପୋରାରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ଗୁଳିବିନିମୟ । ସୁରକ୍ଷାକର୍ମୀଙ୍କ ଗୁଳିରେ 2 ଆତଙ୍କୀ ମୃତ । ଅନେକ ଅସ୍ତ୍ରଶସ୍ତ୍ର ଜବତ । 2 ଆତଙ୍କୀ ନିହତ ହୋଇଥିବାର ସୂଚନା ଦେଲା କଶ୍ମୀର ଜୋନ ପୋଲିସ ।

ବାନ୍ଦିପୋରାରେ ସର୍ଚ୍ଚ ଅପରେସନ ଜାରି । ତେବେ ବର୍ତ୍ତମାନ ସୁଦ୍ଧା ଆତଙ୍କବାଦୀଙ୍କ ପରିଚୟ ମିଳିପାରିନାହିଁ । ସକାଳୁ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମଧ୍ୟ ଗୁଳି ବିନିମୟ ଚାଲିଥିଲା ।

ABOUT THE AUTHOR

...view details