ଓଡିଶା

odisha

ETV Bharat / bharat

ଚାକିରୀ ପ୍ରଲୋଭନ ଦେଖାଇ ମହିଳାଙ୍କୁ ଦୁର୍ଷ୍କମ ଅଭିଯୋଗରେ ବନ୍ଧାହେଲେ ସରକାରୀ ବାବୁ - two railway employees terminated, found to be guilty in gang rape case

ଭୋପାଳରେ ଚାକିରୀର ଲୋଭ ଦେଖାଇ ଯୁବତୀଙ୍କୁ ଦୁର୍ଷ୍କମ ଅଭିଯାେଗ । ଗିରଫ ହେଲେ ଦୁଇ ସରକାରୀ ବାବୁ ।

two railway employees terminated, found to be guilty in gang rape case
ନିଶା ଦେଇ ମହିଳାଙ୍କୁ ଦୁର୍ଷ୍କମ ଅଭିଯୋଗରେ ଦୁଇ ଗିରଫ

By

Published : Sep 29, 2020, 5:00 PM IST

ଭୋପାଳ: ପୁଣି ଲଜ୍ୟା । ମଧ୍ୟପ୍ରଦେଶ ଭୋପାଳ ରେଳ ଷ୍ଚେସନରେ ଜଣେ 22 ବର୍ଷୀୟ ଯୁବତୀଙ୍କୁ ଦୁର୍ଷ୍କମ ଅଭିଯୋଗରେ ବନ୍ଧା ହେଲେ ଦୁଇ ସରକାରୀ ବାବୁ ।

ଦୁଇ ଅଭିଯୁକ୍ତ ହେଲେ ରେଳବାଇ କର୍ମଚାରୀ ରାଜେଶ ତିୱାରୀ ଓ ଆଲୋକ ମାଲବିୟ । ଘଟଣା ପରେ ଦୁଇଜଣଙ୍କୁ ନିଲମ୍ବିତ କରାଯାଇଛି ।

ସୂଚନାଅନୁସାରେ ଯୁବତୀ ଜଣକ ସୋସିଆଲ ମିଡିଆରେ ରାଜେଶ ତିୱାରୀଙ୍କ ସହ ବନ୍ଧୁତା କରିଥିଲେ । ରାଜେଶ ତାଙ୍କୁ ଚାକିରୀର ପ୍ରଲୋଭନ ଦେଖାଇ ଭୋପାଳ ଡାକିଥିଲେ । ତେବେ ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

ବ୍ୟୁରୋ ରିପୋର୍ଚ,ଇଟିଭି ଭାରତ

ABOUT THE AUTHOR

...view details