ଓଡିଶା

odisha

By

Published : Oct 10, 2020, 12:44 PM IST

Updated : Oct 10, 2020, 1:24 PM IST

ETV Bharat / bharat

ଆଫଗାନିସ୍ତାନରେ ବୋମା ବିସ୍ଫୋରଣ, 5 ମୃତ୍ୟୁ,9 ଆହତ

ଆଫଗାନିସ୍ତାନରେ ରାସ୍ତା କଡରେ ଫୁଟିଲା ବୋମା । 5 ମୃତ୍ୟୁ,9 ଆହତ । ଅଧିକ ପଢନ୍ତୁ....

5 people killed 9 injured in roadside bomb explosion in afghanistan
ଆଫଗାନିସ୍ତାନରେ ବୋମା ବିସ୍ପୋରଣ, 5 ମୃତ୍ୟୁ,9 ଆହତ

କାବୁଲ:ଆଫଗାନିସ୍ତାନରେ ରାସ୍ତା କଡରେ ଫୁଟିଲା ବୋମା । ଏହି ବିସ୍ଫୋରଣରେ 5 ଜଣଙ୍କ ମୃତ୍ୟୁ ହୋଇ ଥିବା ବେଳେ 9 ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଟୋଲୋ ନ୍ୟୁଜ ରିପୋର୍ଟ ମୁତାବକ, ହେରାଟ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶାଳୟକୁ ସୂଚନା ଅନୁସାରେ, ଏହି ବିସ୍ଫୋରଣ ହେରାଟ-କାନ୍ଦାହାର ରାଜପଥରେ ରାସ୍ତା କଡ଼ରେ ଘଟିଥିବା ସୂଚନା ମିଳିଛି।

@ ANI

Last Updated : Oct 10, 2020, 1:24 PM IST

ABOUT THE AUTHOR

...view details