କୋଚି: କେରଳର ୱାଇନାଡରେ ସୁସ୍ଥ ହେଲେ 2 କୋରୋନା ରୋଗୀ । ସୁସ୍ଥ ହେବା ପରେ ସେମାନଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ ରାଜ୍ୟରେ ମୋଟ 336ଟି କୋରୋନା ମାମଲା ସାମ୍ନାକୁ ଆସିଛି । ସେଥିରୁ 2 ଜଣଙ୍କ ଜୀବନ ଯାଇଛି ।
କେରଳରେ ସୁସ୍ଥ ହେଲେ 2 କୋରୋନା ରୋଗୀ - କୋରୋନା ଅପଡେଟ
ପୁଣି ସୁସ୍ଥ ହେଲେ ଆଉ 2 କୋରୋନା ରୋଗୀ । କେରଳ ୱାଇନାଡରୁ 2 କୋରୋନା ରୋଗୀ ଏବେ ସୁସ୍ଥ ହୋଇଛନ୍ତି । ଅଧିକ ପଢନ୍ତୁ...
କେରଳରେ ସୁସ୍ଥ ହେଲେ ପୁଣି 2 କୋରୋନା ରୋଗୀ
ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ,କୋଭିଡ-19ରେ 5194ଜଣ ସଂକ୍ରମିତ ହୋଇଥିବାବେଳେ, ଏଥିରୁ ବର୍ତ୍ତମାନ 4643ଜଣଙ୍କ ପରୀକ୍ଷା ଚାଲୁଛି । 149 ଜଣଙ୍କ ମୃତ୍ୟୁ ହୋଇଛି । ଏହା ସହ ଗତ 24 ଘଣ୍ଟାରେ ଦେଶରେ 773 ନୂଆ ମାମଲା ସାମ୍ନାକୁ ଆସିଥିବା ନେଇ ସ୍ବାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ସୂଚନା ।