ଓଡିଶା

odisha

ETV Bharat / bharat

ତମାଖୁ କିିଣିବାକୁ ଯାଇ ଉଠବସ

ଲକ ଡାଉନ ସମୟରେ ବାହାରକୁ ଯିବା ପଡିଲା ମହଙ୍ଗା । ତମାଖୁ କିିଣିବାକୁ ଯାଇ ଉଠବସ ହେଲେ 2 ବ୍ୟକ୍ତି । ଅଧିକ ପଢନ୍ତୁ...

By

Published : Apr 7, 2020, 1:49 PM IST

Two men were made to do squats and were beaten up by Police
ତମାଖୁ କିିଣିବାକୁ ଯାଇ ଉଠବସ ହେଲେ 2 ବ୍ୟକ୍ତି

ଭୋପାଳ:ଲକ ଡାଉନ ସମୟରେ ବାହାରକୁ ଯିବା ପଡିଲା ମହଙ୍ଗା । ଅଯଥା କାର୍ଯ୍ୟରେ ବାହାରକୁ ଯାଇ ହଟହଟା ହେଲେ 2 ବ୍ୟକ୍ତି । ସାରା ଦେଶରେ ଲକ ଡାଉନ ଚାଲିଥିବା ବେଳେ ବାହାରକୁ ଅଯଥା କାମରେ ନ ଥିବା ପାଇଁ ସରକାର କଟକଣା ଲଗାଇଛନ୍ତି।

ମଧ୍ୟ ପ୍ରଦେଶର 2ଜଣ ବ୍ୟକ୍ତି ତମାଖୁ କିଣିବା ପାଇଁ ରାସ୍ତାରେ ଯାଉଥିବା ସମୟରେ ପୋଲିସ ସେମାନଙ୍କୁ କାବୁ କରିଥିଲା । ଆଉ କାବୁ କରିବା ସହ ରାସ୍ତା ମଝିରେ ଉଠବସ ମଧ୍ୟ କରାଇଥିଲା । କେବଳ ସେତିକି ନୁହେଁ, ଉଠବସ ସାଙ୍ଗକୁ ମାଡ ମାରିଥିବା ଜଣାପଡିଛି । ତେବେ ଲକ ଡାଉନ ଗାଇଡ ଲାଇନକୁ ଉଲଙ୍ଗନ କରିବା ନେଇ ପୋଲିସ ସେମାନଙ୍କୁ ମାଡ ମାରିଥିବା ଜଣାପଡିଛି ।

ସୌଜନ୍ୟ @ANI

ABOUT THE AUTHOR

...view details