ଓଡିଶା

odisha

ETV Bharat / bharat

ଜେଡିଏସ ନେତାଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ଦେଇ 2 ଗିରଫ

କର୍ଣ୍ଣାଟକରେ ଜେଡି(ଏସ) ନେତାଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ ।

ପ୍ରତିକାତ୍ମକ ଫଟୋ

By

Published : Jun 11, 2019, 5:12 PM IST

ବେଙ୍ଗାଲୁରୁ: ଫେସବୁକରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍‌ ଡି କୁମାରସ୍ବାମୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ ଡି ଦେବଗୌଡା ଓ ମୁଖ୍ୟମନ୍ତ୍ରୀଙ୍କ ପୁଅ ନିଖିଲ କୁମାରସ୍ବାମୀଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ପଡିଛି ମହଙ୍ଗା । ଏହି ମାମଲାରେ ଆଜି (ମଙ୍ଗଳବାର) 2 ଜଣଙ୍କୁ ଗିରଫ କରିଛି ପୋଲିସ ।

ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ସିଦ୍ଧରାଜ୍ଜୁ ଓ ଜୟରାଜ୍ଜୁ ବୋଲି ଜଣାପଡିଛନ୍ତି । ସୂଚନାଥାଉକି, ମେ 23 ତାରିଖରେ ଫେସବୁକ ଲାଇଭରେ ସେମାନେ ଏହି ଅଶାଳୀନ ପୋଷ୍ଟ କରିଥିଲେ । ତେବେ ପରବର୍ତ୍ତୀ ସମୟରେ ସେମାନେ ଏହାକୁ ଫେସବୁକରୁ ଡିଲିଟ କରି ଦେଇଥିଲେ ।

ତେବେ ଏହି ଅଭିଯୁକ୍ତ 2 ଜଣ କର୍ଣ୍ଣାଟକ ରାମନଗର ଜିଲ୍ଲାର ବୋଲି ଜଣାପଡିଛନ୍ତି ।

ABOUT THE AUTHOR

...view details