1.ରାଜ୍ୟରେ ସୁସ୍ଥ ହେଲେ 1535, ଆରୋଗ୍ୟ ସଂଖ୍ୟା ଟପିଲା 45 ହଜାର
ରାଜ୍ୟରେ ସର୍ବାଧିକ 1535 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ସୁସ୍ଥ 45 ହଜାର ସୁସ୍ଥ ସଂଖ୍ୟା ଛୁଇଁଛି ।
2.କୋଭିଡ ମୁକାବିଲା, ଖୋର୍ଦ୍ଧା ସମେତ 4 ଜିଲ୍ଲା ପାଇଁ ସ୍ବତନ୍ତ୍ର ରଣନୀତି
3.କୋରୋନା ଟେଷ୍ଟିଂକୁ ନେଇ ରାଜ୍ୟ ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ
4.କୋରୋନାରେ ମୃତ 3 ସରକାରୀ କର୍ମଚାରୀଙ୍କ ପରିବାରକୁ ମିଳିବ ସମ୍ପୂର୍ଣ୍ଣ ଦରମା
5.ମୁଣ୍ଡ ପିଛା 14,745 ଟଙ୍କା କ୍ଷତି ସହିବେ ଓଡିଆ
ରାଜ୍ୟର ଅର୍ଥନୀତି ପ୍ରାୟ 12 ପ୍ରତିଶତ ହ୍ରାସ ଆକଳନ ରହିଛି । ମୁଣ୍ଡ ପିଛା 14,745 ଟଙ୍କା କ୍ଷତି ସହିବେ ରାଜ୍ୟବାସୀ ।