1-ନୂଆବର୍ଷ କଟକଣା; ଆଜି ରାତି 10ରୁ କର୍ଫ୍ୟୁ
ଆଜି ରାତି 10ଟାରୁ ଆସନ୍ତାକାଲି ସକାଳ 5ଟା ଯାଏଁ ଏହି କର୍ଫ୍ୟୁ ବଳବତ୍ତର ରହିବ ।
2-ଟିକାକରଣରୁ ବାଦ ପଡିବେନି ସ୍ବାସ୍ଥ୍ୟକର୍ମୀ, ପୁଣି ଥରେ ହେବ ତାଲିକା ପ୍ରସ୍ତୁତ
3-ରାଜ୍ୟରେ ଦିନକରେ 315 ନୂଆ ଆକ୍ରାନ୍ତ ଚିହ୍ନଟ, 2 ମୃତ
ରାଜ୍ୟରେ ଦିନକୁ ଦିନ କୋରୋନା ସଂକ୍ରମଣ ସଂଖ୍ୟା କମୁଥିବା ବେଳେ ଗତ 24 ଘଣ୍ଟାରେ 315 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
4-କୋରୋନା ଅପଡେଟ:ଦେଶରେ ଗୋଟିଏ ଦିନରେ 21,821 ଆକ୍ରାନ୍ତ ଚିହ୍ନଟ
5-ରାଜକୋଟରେ ଏମ୍ସର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୋଦି