ଓଡିଶା

odisha

By

Published : Dec 20, 2020, 1:06 PM IST

ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1-ଅନୁଭବ-ବର୍ଷା ବିବାଦ:ପତ୍ନୀଙ୍କ ଅଭିଯୋଗ ଆଧାରରେ ଅନୁଭବଙ୍କ ନାଁରେ ମାମଲା ରୁଜୁ

ସ୍ବାମୀ ଅନୁଭବ ମହାନ୍ତିଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ବର୍ଷା । ଏହାସହ ଅନୁଭବଙ୍କ ସହ ତାଙ୍କ ଆଉ ଦୁଇ ସହଯୋଗୀ ନାଁରେ ମଧ୍ୟ ଅଭିଯୋଗ ହୋଇଛି ।

2-ଜୟପୁର ବିମାନ ଉଡ଼ାଣ ନେଇ କେନ୍ଦ୍ରମନ୍ତ୍ରୀ ଓ ସଚିବଙ୍କୁ ଭେଟିଲେ କୋରାପୁଟ ସାଂସଦ

୨୦୧୭ ମସିହାରେ କେନ୍ଦ୍ର ସରକାର ଅବିଭକ୍ତ କୋରାପୁଟର ପ୍ରାଣ କେନ୍ଦ୍ର ଜୟପୁର ବିମାନ ବନ୍ଦରକୁ ଉଡ଼ାନ ଯୋଜନାରେ ସାମିଲ କରିଥିଲେ ।

3-କୋରୋନା ଅପଡେଟ: ଗୋଟିଏ ଦିନରେ 26,624 ଆକ୍ରାନ୍ତ ଚିହ୍ନଟ

ଭାରତରେ କମୁଛି କୋରୋନା ସଂକ୍ରମଣ। ଦୈନିକ ଆସୁଛି 20 ରୁ ଉର୍ଦ୍ଧ୍ବ ପଜିଟିଭ । ସୁଧୁରୁଛି ସ୍ଥିତି।

4-ଟିକା ବଣ୍ଟନ ପାଇଁ ଭାରତକୁ ୮୦ ହଜାର କୋଟି ଆବଶ୍ୟକ:ସେରମ

ଆସନ୍ତା 1 ବର୍ଷ ପାଇଁ ଦେଶରେ କୋରୋନା ‌ଟିକା‌ ବଣ୍ଟନ କରିବାକୁ ଭାରତକୁ ୮୦ ହଜାର କୋଟି ଆବଶ୍ୟକ ।

5-କୋରୋନା ଯୁଦ୍ଧରେ ହାରିଗଲେ ଯୋଦ୍ଧା

ବାସ୍ଥ୍ୟ କର୍ମୀ ଗାୟତ୍ରୀ ଦାସ କୋରୋନାରେ ଆକ୍ରାନ୍ତ ହୋଇ ଶେଷରେ କୋରୋନା ଯୁଦ୍ଧରେ ହାରି ଯାଇଛନ୍ତି ।

6-ଡିସେମ୍ବର 19 ସୁଦ୍ଧା ଦେଶରେ ସରିଛି 16 କୋଟିରୁ ଊର୍ଦ୍ଧ୍ବ କୋଭିଡ ଟେଷ୍ଟ: ICMR

ଦେଶରେ କୋରୋନା ସଂକ୍ରମଣକୁ ନିୟନ୍ତ୍ରଣକୁ ଆଣିବାକୁ ସ୍ବାସ୍ଥ ବିଭାଗ ପକ୍ଷରୁ ନିରନ୍ତର ଭାବେ କୋଭିଡ ଟେଷ୍ଟ ଜାରି ରହିଛି।

7-ଜୟପାଟଣାରେ ଲଜ୍ଜା, ୬୦ ବର୍ଷୀୟ ବୃଦ୍ଧଙ୍କ ନାଁରେ ନାବାଳିକା ଦୁଷ୍କର୍ମ ଅଭିଯୋଗ

କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅଞ୍ଚଳରେ ଜଣେ ୧୧ ବର୍ଷିୟ ନାବାଳିକାକୁ ଜଣେ ୬୦ ବର୍ଷୀୟ ବୃଦ୍ଧ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

8-ଆଉ 50 ବର୍ଷ ଶାସନ କରିବ ବିଜେଡି: ପ୍ରଣବ

ବିଜୁ ଜନତା ଦଳର କାର୍ଯ୍ୟକାରିଣୀ ବୈଠକ । ୨୦୧୯ ନିର୍ବାଚନ ପରେ ପ୍ରଥମ ଥର ବସିଛି କାର୍ଯ୍ୟକାରିଣୀ ବୈଠକ ।

9-ପାରାଦୀପରେ 145 ବିଧାୟକ ଦେଖିବେ ନୌସେନାର ସମରାଭ୍ୟାସ

ସିଏମ ଓ ଦିବଙ୍ଗତ ବିଧାୟକଙ୍କୁ ଛାଡି ପାରାଦୀପରେ ପ୍ରଥମଥର ପାଇଁ ନୌସେନା ତାର ଯୁଦ୍ଧ କୌଶଳ ଓ ସମରାଭ୍ୟାସ ଦେଖିବେ ।

10-ବେଆଇନ ମଦ କାରବାର କରି ବନ୍ଧା ହେଲେ ବେପାରୀ

ଅବକାରୀ ବିଭାଗକୁ ସଫଳତା । କଳାହାଣ୍ଡି ଜିଲ୍ଲାରେ ବେଆଇନ ମଦ କାରବାର ପଣ୍ଡ କରି ଜଣଙ୍କୁ ଗିରଫ କରିଛି ପୋଲିସ ।

ABOUT THE AUTHOR

...view details