ଓଡିଶା

odisha

ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : Sep 13, 2020, 11:09 AM IST

1. ଦେଶରେ କୋରୋନା ସ୍ଥିତି ଅଣାୟତ, ଗୋଟିଏ ଦିନରେ 94372 ଆକ୍ରାନ୍ତ ଚିହ୍ନଟ

24 ଘଣ୍ଟାରେ ଦେଶରେ 94 ହଜାର 372 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 1114 ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି..

2. ‘ଇଟିଭି ଭାରତ’ରେ ପିସି କାରବାରର ପର୍ଦ୍ଦାଫାଶ

ପିସି କାରବାର ସମ୍ପର୍କରେ ମୁହଁ ଖୋଲିଥିବା ପିଇଓଙ୍କୁ ନିଲମ୍ବିତ କଲେ ଖୋର୍ଦ୍ଧା ଜିଲ୍ଲାପାଳ। ସମ୍ପୃକ୍ତ ପିଇଓ କିଏ କେତେ ପିସି ନେଉଛନ୍ତି ତାହାର ହିସାବ ଦେଇଥିଲେ..

3.ନେପାଳ ଭୂସ୍କଳନରେ 3 ମୃତ, 24 ରୁ ଉର୍ଦ୍ଧ୍ବ ନିଖୋଜ

ନେପାଳ ଭୂସ୍କଳନ। ଘଟଣାରେ 3 ମୃତ, 24 ରୁ ଉର୍ଦ୍ଧ୍ବ ନିଖୋଜ ହୋଇଥିବା ସୂଚନା ମିଳିଛି..

4.ନିଟ୍‌ ପରୀକ୍ଷାର୍ଥୀଙ୍କୁ ମନ୍ତ୍ରୀଙ୍କ ବାର୍ତ୍ତା: ଆତ୍ମବିଶ୍ୱାସୀ ହୁଅ, କୋଭିଡ୍ ନିୟମ ଅନୁସରଣ କର

ଆଜି ସାରା ଦେଶରେ ସର୍ବଭାରତୀୟ ମେଡିକାଲ ପ୍ରବେଶ ପରୀକ୍ଷା ( NEET) ହେବ । ଏହି ଅବସରରେ କେନ୍ଦ୍ରଶିକ୍ଷାମନ୍ତ୍ରୀ ସମସ୍ତ ନିଟ ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି..

5.IIT କାନପୁର ଛାତ୍ରଙ୍କ ଉଦ୍ଭାବନ, ଆଣିଲେ ସୁପର-ଆକ୍ଟିଭେଟ୍ କାର୍ବନ ଦ୍ବାରା ବହୁମୁଖୀ ମାସ୍କ

ଦୈତ ବ୍ୟବହାର ଉପଯୋଗୀ ମାସ୍କ ପ୍ରସ୍ତୁତ କଲେ ଆଇଆଇଟି କାନପୁର ଛାତ୍ର। ସୁପର-ଆକ୍ଟିଭେଟ୍ କାର୍ବନ ଏନ-95 ମାସ୍କ ଏମାନେ ପ୍ରସ୍ତୁତ କରିଛନ୍ତି..

6.ଦେଶରେ ପ୍ରଥମ, ଦିଲ୍ଲୀ ବିମାନବନ୍ଦରରେ କୋଭିଡ୍ ଟେଷ୍ଟିଂ ଆରମ୍ଭ

ଦେଶରେ ପ୍ରଥମ ଥର ପାଇଁ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଆରମ୍ଭ ହୋଇଛି କୋଭିଡ୍ ଟେଷ୍ଟିଂ ସୁବିଧା । ବିମାନବନ୍ଦରର ଟର୍ମିନାଲ୍ -3ରେ ଏହି ସୁବିଧା ଆରମ୍ଭ ହୋଇଛି..

7.କଙ୍ଗନା vs ଶିବସେନା, ରାଜ୍ୟପାଳ କୋଶାରିଙ୍କୁ ଭେଟିବେ କୁଇନ

ରାଜ୍ୟପାଳଙ୍କ ସହ କଙ୍ଗନା ରଣାୱତଙ୍କ ବୈଠକ ଅପରାହ୍ନ 4 ଟାରୁ 4:30 ମଧ୍ୟରେ ହୋଇପାରେ। କଙ୍ଗନା ରାଜ୍ୟପାଳଙ୍କ ଆଗରେ ତାଙ୍କ ପକ୍ଷ ରଖିବେ..

8.ଆଇପିଏଲ ରନର୍ସଅପ ତାଲିକା: ଆରସିବି ସହ ଭାଗ୍ୟର ବିଡମ୍ବନା

ଆଜିର ଏହି ଉପସ୍ଥାପନାରେ ଆଇପିଏଲର ସମସ୍ତ ରନର୍ସଅପ୍ ଦଳଙ୍କ ଉପରେ ନଜର ପକାଇବା..

9.ବଢୁଛି ସଂକ୍ରମଣ, 3 ଦିନ ପାଇଁ ବିନିକା ବ୍ଲକ ସଟଡାଉନ

ଘରୋଇ ଭାବେ ଶନିବାର ବିନିକା ସହର ସମେତ ବ୍ଲକ ଅଞ୍ଚଳ ସଟଡାଉନ କରାଯାଇଥିଲା। ଆଗାମୀ ତିନିଦିନ ପର୍ଯ୍ୟନ୍ତ ଏହା ଜାରି ରହିବ ବୋଲି ନାଗରିକ କମିଟି ପକ୍ଷରୁ ସୂଚନା ଦିଆଯାଇଛି..

10.ସୋମବାର ଭଦ୍ରକରେ ଗଣ ସତ୍ୟାଗ୍ରହ କରିବ ନବ ନିର୍ମାଣ କୃଷକ ସଙ୍ଗଠନ

ଭଦ୍ରକବାସୀଙ୍କୁ ଦୁଃଖ ବଢାଇଛି ଏସକେପ । ଯାହାକୁ ନେଇ ନବ ନିର୍ମାଣ କୃଷକ ସଙ୍ଗଠନ ଗଣ ସତ୍ୟାଗ୍ରହ କରିବା ନେଇ ଆହ୍ବାନ କରିଛି..

ABOUT THE AUTHOR

...view details