ଓଡିଶା

odisha

ETV Bharat / bharat

ଥ୍ରୀ-ଡି ରଙ୍ଗୋଲିରେ ଶୋଭା ପାଇଲେ ମୋଦି-ଟ୍ରମ୍ପ

ଆସନ୍ତା 24 ତାରିଖରୁ ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେଥିପାଇଁ ଜୋରଦାର ପ୍ରସ୍ତୁତିରେ ଲାଗିପଡିଛି ଅହମଦାବାଦ । ଅଧିକ ଖବର ପଢନ୍ତୁ...

By

Published : Feb 22, 2020, 11:31 PM IST

ଥ୍ରୀ-ଡି ରଙ୍ଗୋଲିରେ ଶୋଭା ପାଇଲେ ମୋଦି- ଟ୍ରମ୍ପ
ଥ୍ରୀ-ଡି ରଙ୍ଗୋଲିରେ ଶୋଭା ପାଇଲେ ମୋଦି- ଟ୍ରମ୍ପ

ସୁରଟ: ଆସନ୍ତା 24 ତାରିଖରୁ ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏହି ସମୟରେ ଏକ 12 ଜଣିଆ ପ୍ରତିନିଧି ମଣ୍ଡଳୀ ମଧ୍ୟ ଆସିବେ । ତେବେ ଟ୍ରମ୍ପଙ୍କ ଗସ୍ତ ପୂର୍ବରୁ ଅହମଦାବାଦର ମୋଟେରା ଷ୍ଟାଡିୟମ ପୁରା ନବବଧୂ ପରି ସଜେଇ ହୋଇଛି । 'ନମସ୍ତେ ଟ୍ରମ୍ପ' କାର୍ଯ୍ୟକ୍ରମରେ ଯୋଗଦେବେ ଟ୍ରମ୍ପ ।

ସେଥିପାଇଁ ଜୋରଦାର ପ୍ରସ୍ତୁତିରେ ଲାଗିପଡିଛି ଅହମଦାବାଦ । ଷ୍ଟାଡିୟମ ଟ୍ରମ୍ପଙ୍କୁ ସ୍ବାଗତ କରିବାକୁ ପ୍ରସ୍ତୁତ ଥିବା ବେଳେ କଳାକାର ମଧ୍ୟ ନିଜ ନିଖୁଣ କଳାରେ କାରୁକାର୍ଯ୍ୟ କରିବାରେ ଲାଗି ପଡିଛନ୍ତି । ଏହି ଅବସରରେ ଥ୍ରୀ-ଡି ରଙ୍ଗୋଲିରେ ଶୋଭା ପାଉଛନ୍ତି ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details