ଓଡିଶା

odisha

ETV Bharat / bharat

ରୋଗୀଙ୍କ ପାଇଁ କୋରୋନା ୱାର୍ଡରେ ମ୍ୟୁଜିକ୍ ସହ ଲାଇବ୍ରେରୀ ସୁବିଧା

କୋରୋନା ୱାର୍ଡରେ ଗୀତ ସହ ବହି ପଢିପାରିବେ ରୋଗୀ । ରୋଗୀଙ୍କ ପାଇଁ ଏହି ସୁବିଧା ଆଣିଦେଇଛି କେରଳ ଥିରୁଅନନ୍ତପୁରମ ମେଡିକାଲ କଲେଜର କୋରୋନା ୱାର୍ଡ ।

By

Published : Jun 25, 2020, 12:29 PM IST

corona
ରୋଗୀଙ୍କ ପାଇଁ କୋରୋନା ୱାର୍ଡରେ ମ୍ୟୁଜିକ୍ ସହ ଲାଇବ୍ରେରୀ ସୁବିଧା

ଥିରୁଅନନ୍ତପୁରମ୍: କୋରୋନା ୱାର୍ଡରେ ଗୀତ ସହ ବହି ପଢିପାରିବେ ରୋଗୀ । ରୋଗୀଙ୍କ ପାଇଁ ଏହି ସୁବିଧା ଆଣିଦେଇଛି କେରଳ ଥିରୁଅନନ୍ତପୁରମ ମେଡିକାଲ କଲେଜର କୋରୋନା ୱାର୍ଡ ।

କୋରୋନା ରୋଗୀଙ୍କ ମଧ୍ୟରେ ଚାପକୁ କମ୍ କରିବା ଉଦ୍ଦେଶ୍ୟରେ ମେଡିକାଲ୍ କଲେଜ ହସ୍ପିଟାଲର ନୂତନ ୱାର୍ଡଗୁଡିକ 24 ଘଣ୍ଟିଆ ଏଫଏମ ଚ୍ୟାନେଲ ଏବଂ ବହି ପଢିବା ପାଇଁ ଏକ ଲାଇବ୍ରେରୀ ସହିତ ସଙ୍ଗୀତ ସ ନୂତନ ୱାର୍ଡଗୁଡ଼ିକରେଶୁଣିବା ସୁବିଧା କରାଯାଇଛି । ଏହି ନୂଆ ୱାର୍ଡରେ 50 ଟି ଲେଖାଏଁ ବେଡ୍ ରହିଛି ।

ଆଇସୋଲେସନରେ ରୋଗୀମାନେ ରହିବା କାରଣରୁ ଚାପରେ ରହୁଥିବା ଡାକ୍ତରମାନେ ଜାଣିବାକୁ ପାଇଥିଲେ । ଏହା ପରେ ହିଁ ମେଡିକାଲ ଅଧିକାରୀ ରୋଗୀଙ୍କୁ ଏକ ଖିସିର ମାହୋଲ ଯୋଗାଇ ସେମାନଙ୍କୁ ଚିକିତ୍ସା କରିବାକୁ ନିଷ୍ପତ୍ତି ନେଇଥିଲେ । ତେବେ ଆଗାମୀ ଦିନରେ ଏହି ସୁବିଧାଗୁଡ଼ିକ ଅଧିକ ୱାର୍ଡକୁ ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛ ।

ABOUT THE AUTHOR

...view details