ଓଡିଶା

odisha

ETV Bharat / bharat

ଜମ୍ମୁ-କାଶ୍ମୀରରେ ରାଜନୈତିକ କର୍ମୀଙ୍କୁ ଗୁଳି କଲେ ଆତଙ୍କବାଦୀ

କୁଲଗାମର ଜଙ୍ଗଲପୋରାରେ ଜନୈକ ରାଜନୈତିକ କର୍ମୀଙ୍କୁ ଗୁଳି କଲେ ଆତଙ୍କବାଦୀ । ତାଙ୍କ ନାମ ମୋହମ୍ମଦ ଜମାଲ ।

By

Published : May 19, 2019, 10:25 PM IST

ପ୍ରତିକାତ୍ମକ ଫଟୋ

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ପୁଣି ଆତଙ୍କବାଦୀଙ୍କ ବର୍ବର କାଣ୍ଡ । କୁଲଗାମର ଜଙ୍ଗଲପୋରାରେ ଜନୈକ ରାଜନୈତିକ ଦଳର କାର୍ଯ୍ୟକର୍ତ୍ତାଙ୍କୁ ଗୁଳି କଲେ ଆତଙ୍କବାଦୀ । ତାଙ୍କ ନାମ ମହମ୍ମଦ ଜମାଲ ବୋଲି ଜଣା ପଡିଛି ।

ଫଟୋ ସୌଜନ୍ୟ: ଏଏନଆଇ/ ଟ୍ବିଟର

ତେବେ ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେ କେଉଁ ଦଳର କାର୍ଯ୍ୟକର୍ତ୍ତା ତାହା ଏବେ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ।

ABOUT THE AUTHOR

...view details