ଓଡିଶା

odisha

ETV Bharat / bharat

ପୁଣି 3 କର୍ମଚାରୀଙ୍କ ଚାକିରୀ ନେଲା ଟିକଟକ୍

ଗତ ଶନିବାର ସୋସିଆଲ ମିଡିଆରେ ତେଲେଙ୍ଗାନାର ହସ୍ପିଟାସଲରୁ 3ଟି ଟିକଟକ ଭିଡିଓ ଭାଇରାଲ ହୋଇଥିଲା। ଯେଉଁଥିପାଇଁ ନିଲମ୍ବିତ ହୋଇଛନ୍ତି 3 କର୍ମଚାରୀ ।

ଫାଇଲ ଫଟୋ

By

Published : Jul 28, 2019, 5:11 PM IST

ହାଇଦ୍ରାବାଦ: ଟିକଟକ୍ ଭିଡିଓ କରି ତିନି ଜଣ କର୍ମଚାରୀଙ୍କୁ ଚାକିରୀରୁ ନିଲମ୍ବିତ କରାଯାଇଛି । ଗତ ଶନିବାର ସୋସିଆଲ ମିଡିଆରେ ତେଲେଙ୍ଗାନାରେ ହସ୍ପିଟାଲ ପରିସରରେ ତିନୋଟି ଟିକଟକ୍ ଭିଡିଓ ଭାଇରାଲ ହୋଇଥିଲା ।

ଏହାପରେ ମେଡିକାଲର ଉଚ୍ଚ ପଦସ୍ତ ଅଧିକାରୀ ଜିଲ୍ଲା ମେଡିକାଲର ଜୁନିୟର ଆସିଷ୍ଟାଣ୍ଟଙ୍କ ସମେତ ଟି ଦିୱାନୀ ଏବଂ ଲ୍ୟାବ ଆଟେଣ୍ଡାଣ୍ଟ ୟାଇ.ଜୟଲକ୍ଷ୍ମୀଙ୍କୁ ନିଲମ୍ବିତ କରିଛନ୍ତି ।

ସେହିପରେ ବିଶାଖାପାଟନମରେ ଦୁଇ ଜଣ ପୋଲିସ କର୍ମୀ ପୋଲିସ ପୋଷାକରେ ଟିକଟକ୍ ଭିଡିଓ କରିଥିଲେ । ସେମାନଙ୍କୁ ମଧ୍ୟ ଚେତାବନୀ ଦିଆଯାଇଛି ।

ABOUT THE AUTHOR

...view details