ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଆରମ୍ଭ ହେଲା ଅଯୋଧ୍ୟା ମାମଲାର ଶୁଣାଣି । ତିନି ଦିନ ଛୁଟି ପରେ କୋର୍ଟରେ ଏହି ଶୁଣାଣି ଜାରି ରହିଛି ।
ସୁପ୍ରିମକୋର୍ଟରେ ଅଯୋଧ୍ୟା ମାମଲାର ଶୁଣାଣି ଆରମ୍ଭ
ତିନି ଦିନ ଛୁଟି ପରେ ସୁପ୍ରିମକୋର୍ଟରେ ଜାରି ରହିଛି ଅଯୋଧ୍ୟା ମାମଲାର ଶୁଣାଣି । ମାମଲାରେ ଦୈନିକ ଶୁଣାଣିର ଆଜି ପଞ୍ଚମ ଦିନ ।
ଫାଇଲ ଫଟୋ
ଅଯୋଧ୍ୟା ମାମଲାରେ ଦୈନିକ ଶୁଣାଣିର ଆଜି ପଞ୍ଚମ ଦିନ । ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ବରେ ଗଠିତ 5 ଜଣିଆ ଖଣ୍ଡପୀଠ ମାମଲାର ଦୈନିକ ଶୁଣାଣି କରୁଛି । ଗତ ସପ୍ତାହର ଶେଷ ଶୁଣାଣିରେ ମୁସଲମାନ ପକ୍ଷକାର ରାଜୀବ ଧବନ ଏହି ପାଞ୍ଚ ଦିନ ଶୁଣାଣିର ବିରୋଧ କରିଥିଲେ ।