ନୂଆଦିଲ୍ଲୀ: ଦିଲ୍ଲୀ ମେଟ୍ରୋର ଏକ ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ କିଛି ଯୁବକ ଓ ଯୁବତୀ ସିଏଏ ବିରୋଧରେ ନାରା ଲଗାଉଥିବା ଦେଖିବାକୁ ମିଳୁଛି । ଭିଡିଓଟି ମାଞ୍ଜେଟା ଲାଇନ ମେଟ୍ରୋର ବୋଲି କୁହାଯାଉଛି । ସେପଟେ ଏନେଇ କୌଣସି ସ୍ପଷ୍ଟ ଚିତ୍ର ନଥିବା ଓ ଭିଡିଓର ଯାଞ୍ଚ ଚାଲିଥିବା ଡିଏମଆରସି ପକ୍ଷରୁ କୁହାଯାଇଛି ।
CAAକୁ ବିରୋଧ କରି ଦିଲ୍ଲୀ ମେଟ୍ରୋରେ ସ୍ଲୋଗାନ, ଭିଡିଓ ଭାଇରାଲ...
ଦିଲ୍ଲୀ ମେଟ୍ରୋର ଏକ ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ କିଛି ଯୁବକ ଓ ଯୁବତୀ ସିଏଏ ବିରୋଧରେ ନାରା ଲଗାଉଥିବା ଦେଖିବାକୁ ମିଳୁଛି । ଭିଡିଓଟି ମାଞ୍ଜେଟା ଲାଇନ ମେଟ୍ରୋର ବୋଲି କୁହାଯାଉଛି ।
ସିଏଏ ବିରୋଧରେ ଦିଲ୍ଲୀ ମେଟ୍ରୋରେ ସ୍ଲୋଗାନ, ଭିଡିଓ ଭାଇରାଲ...
ଭିଡିଓ ଅନୁଯାୟୀ, 6ରୁ 7 ଜଣ ଯୁବକ ଯୁବତୀ ନାରା ଲଗାଇବା ସହ ମେଟ୍ରୋରେ ଯାଉଛନ୍ତି । ସେମାନେ ସିଏଏ, ଏନଆରସିକୁ ଫେରାଇ ନେବାର ନାରା ଲଗାଉଛନ୍ତି । ଏହାସହ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ବିରୋଧରେ ନାରା ଲଗାଉଛନ୍ତି ।
ଅନ୍ୟପଟେ ଭିଡିଓ ଭାଇରାଲ ହେବା ପରେ ଏହାର ଯାଞ୍ଚ କରାଯାଉଛି । ପ୍ରାଥମିତ ତଦନ୍ତରୁ ଏହି ଭିଡିଓଟି କିଛି ଦିନ ପୂର୍ବର ବୋଲି କୁହାଯାଉଛି ।