ଗ୍ୟାଙ୍ଗଟକ: ସାରା ବିଶ୍ବକୁ ଏବେ କୋରୋନା ଭୟ । ଚାଇନାରୁ ଉତ୍ପନ ଏହି ଭାଇରସ ଏବେ ସାରା ବିଶ୍ବକୁ ଗିଳିବାକୁ ବସିଲାଣି । ଚୀନରେ ଏହି ଭୂତାଣୁରେ ପ୍ରାୟ 3 ହଜାରରୁ ଅଧିକ ମୃତ୍ୟୁବରଣ କରିଥିବା ବେଳେ ପ୍ରାୟ 80 ହଜାରରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି । ଅନ୍ୟପଟେ ଧିରେ ଧିରେ ଅନ୍ୟ ଦେଶକୁ ମଧ୍ୟ ଏହି ମହାମାରୀ ବ୍ୟାପିବାରେ ଲାଗିଛି ।
କୋରୋନା ଡର: ପର୍ଯ୍ୟଟକଙ୍କ ଉପରେ ସାମୟିକ ରୋକ ଲଗାଇଲେ ସିକ୍କିମ ସରକାର - ସିକ୍କିମ ସରକାର
ସାରା ବିଶ୍ବକୁ ଏବେ କୋରୋନା ଭୟ । ଚାଇନାରୁ ଉତ୍ପନ ଏହି ଭାଇରସ ଏବେ ସାରା ବିଶ୍ବକୁ ଗିଳିବାକୁ ବସିଲାଣି । ଯାହାକୁ ନଜରରେ ରଖି ସିକ୍କିମ ସରକାର ବିଦେଶୀ ପର୍ଯ୍ୟଟକଙ୍କ ଉପରେ ଅସ୍ଥାୟୀ ଭାବେ ପ୍ରତିବନ୍ଧକ ଲଗାଇଛନ୍ତି । ଅଧିକ ପଢନ୍ତୁ...
କୋରୋନା ଡର: ପର୍ଯ୍ୟଟକଙ୍କ ଉପରେ ସାମୟିକ ରୋକ ଲଗାଇଲେ ସିକ୍କିମ ସରକାର
ଯାହାକୁ ନଜରରେ ରଖି ସିକ୍କିମ ସରକାର ବିଦେଶୀ ପର୍ଯ୍ୟଟକଙ୍କ ଉପରେ ଅସ୍ଥାୟୀ ଭାବେ ପ୍ରତିବନ୍ଧକ ଲଗାଇଛନ୍ତି । ଗୁରୁବାର ଅପରାହ୍ନରେ ଏହି ନିର୍ଦ୍ଦେଶ ଜାରି କରିଛନ୍ତି ସରକାର । କରୋନା ଭାଇରସକୁ ରୋକିବା ପାଇଁ ସରକାର ଏହି ପଦକ୍ଷେପ ନେଇଥିବା କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ