ଲକ୍ଷ୍ନୌ: ଭଗବାନଙ୍କୁ ମଧ୍ୟ ଘାରିଛି କୋରୋନା ଭୟ । ଯାହାକୁ ନେଇ ଉତ୍ତରପ୍ରଦେଶର ବାରଣାସୀ ସ୍ଥିତ ପ୍ରହ୍ଲାଦେଶ୍ବର ମନ୍ଦିରରେ କୋରୋନାରୁ ରକ୍ଷା ପାଇବା ପାଇଁ ଭଗବାନ ପ୍ରତିଶେଧକ ଗ୍ରହଣ କରଛନ୍ତି । ଆଉ ଏଥିପାଇଁ ଭଗବାନ ଶିବ ଲିଙ୍ଗରେ ମାସ୍କ ପିନ୍ଧାଯାଇଛି ।
କୋରୋନା ଭୟ; ସ୍ବୟଂ ମହାଦେବ ବି ପିନ୍ଧିଛନ୍ତି ମାସ୍କ - କୋରୋନା ଭୟ
କୋରୋନା ଭାଇରସରେ କଲବଲ ହେଉଛନ୍ତି ବିଶ୍ବବାସୀ । ଆଉ ସେଥିରୁ ମଧ୍ୟ ବାଦ ପଡିନାହାନ୍ତି ଭଗବାନ ଶିବ ଶଙ୍କର । ଯାହାକୁ ନେଇ ଶିବ ଲିଙ୍ଗରେ ମାସ୍କ ପିନ୍ଧା ଯାଇଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...
ପ୍ରହ୍ଲାଦେଶ୍ବର ମନ୍ଦିରରେ କୋରୋନା ଭୟ,
ଭକ୍ତଙ୍କ କହିବାନୁଯାୟୀ, ସମସ୍ତ ଭକ୍ତଙ୍କୁ ଭଗବାନଙ୍କୁ ଦର୍ଶନ କରିବାକୁ ଆସି ପୂଜା କରିବା ସମୟରେ ଶିବ ଲିଙ୍ଗକୁ ନଛୁଇଁବାକୁ କୁହାଯାଇଛି। ନଚେତ କୋରୋନା ଭାଇରସ ଲୋକଙ୍କ ମଧ୍ୟରେ ବ୍ୟାପିବ । ଯାହାଫଳରେ ଲୋକେ ସଂକ୍ରମିତ ହୋଇପାରନ୍ତି ।