ଓଡିଶା

odisha

ETV Bharat / bharat

ହାଇଦ୍ରାବାଦ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣା: ହସ୍ପିଟାଲ ପରିଚାଳକ ଗିରଫ - hyderbaad shine hospital md arrest

ହାଇଦ୍ରାବାଦ ସାଇନ ଚିଲଡ୍ରେନ୍ସ ହସ୍ପିଟାଲ ଅଗ୍ନିକାଣ୍ଡ ଘଟଣାରେ ହସ୍ପିଟାଲର ପରିଚାଳକ ଗିରଫ । ଅଧିକ ପଢନ୍ତୁ..

ଫଟୋ ସୌଜନ୍ୟ: ଇଟିଭି ଭାରତ

By

Published : Oct 26, 2019, 5:13 PM IST


ହାଇଦ୍ରାବାଦ: ହାଇଦ୍ରାବାଦ ସାଇନ ଚିଲଡ୍ରେନ୍ସ ହସ୍ପିଟାଲ ଅଗ୍ନିକାଣ୍ଡ ଘଟଣାରେ ହସ୍ପିଟାଲ ପରିଚାଳକ ଗିରଫ । ହସ୍ପିଟାଲରେ ଲାଗିଥିବା ଅଗ୍ନିକାଣ୍ଡରେ ପରିଚାଳନା ଏବଂ କର୍ମଚାରୀଙ୍କ ଦାୟିତ୍ବହିନତା ମନଭାବକୁ ନେଇ ପୋଲିସ ପରିଚାଳକ ସୁଶିଲ କୁମାର ରେଡ୍ଡୀ ଏବଂ ଡାକ୍ତର ହରିକ୍ରୀଣ୍ଣାଙ୍କ ସମେତ 3 ଜଣ ଅନ୍ୟ କର୍ମଚାରୀଙ୍କୁ ଶନିବାର ଗିରଫ କରିଛି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ


ପ୍ରକାଶ ଥାଉକି, ଗତ 22 ଅକ୍ଟୋବରରେ ତେଲେଙ୍ଗାନାର ଏଲବି ନଗର ସାଇନ ଚିଲଡ୍ରେନ୍ସ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଥିଲା । ଏଥିରେ ଜଣେ ଶିଶୁର ମୃତ୍ୟୁ ହୋଇଥିବା ବେଳେ 4 ଜଣ ଗୁରୁତର ହୋଇଥିଲେ ।

ABOUT THE AUTHOR

...view details